Only for Entertainment

କେଦାରନାଥର ଟିଜର ରିଲିଜ, ଦମଦାର ଡାଏଲଗ ସହ ଦେଖନ୍ତୁ ମୁକ୍କୁ କୁ !

33

ସାରା ଅଲ୍ଲୀ ଖାନ ଏବଂ ସୁଶାନ୍ତ ସିଂଙ୍କ ଫିଲ୍ମ ‘କେଦାରନାଥ‘ର ନୂଆ ଡାଏଲଗ ଟିଜର ହେଲା ରିଲିଜ । ଏହି ଟିଜରରେ ସାରା ଅଲ୍ଲୀ ଖାନଙ୍କୁ ଦମଦାର ଡାଏଲଗ କହୁଥିବା ଦେଖିବାକୁ ମିଳିଛି । ୨୦ସେକେଣ୍ଡର ଏହି ଟିଜରରେ କେବଳ ସାରା ହିଁ ନଜର ଆସିଛନ୍ତି ।

ଏହି ଫିଲ୍ମର ଗୀତ ‘ନମୋ ନମୋ’ ରିଲିଜ ହୋଇଯାଇଥିଲା , ଯାହା ଦର୍ଶକଙ୍କୁ ଖୁବ ମାତ୍ରାରେ ପସନ୍ଦ ଆସୁଛି । ଏବେ ଏହି ଫିଲ୍ମର ନୂଆ ଡାଏଲଗ ରିଲିଜ ହୋଇଛି , ଯାହା ଲୋକଙ୍କୁ ଖୁବ ଇମ୍ପ୍ରେସ କରିଛି ।

ଫିଲ୍ମ କେଦାର ନାଥ ୨୦୧୩ରେ ହୋଇଥିବା ଦୁଃଖଦ ଘଟଣାକୁ ପ୍ରେମ କାହାଣୀ ରୂପରେ ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ସାରା ଅଲ୍ଲୀ ଖାନ ଏବଂ ସୁଶାନ୍ତ ସିଂ ରାଜପୂତ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଆସନ୍ତା ମାସ ୭ତାରିଖରେ ରିଲିଜ ହେବାକୁ ଯାଉଛି , ଯାହାକୁ ନେଇ ଏବେ ସୁଶାନ୍ତ ଏବଂ ସାରା ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More