ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଫିଲ୍ମ କେଦାରନାଥ ଜଡରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି । ଫିଲ୍ମର ପ୍ରଥମ ଗୀତ ରିଲିଜ ହେବା ପରେ ଏବେ ଫିଲ୍ମର ଆଉ ଏକ ଗୀତ ‘ସ୍ୱିଟହାର୍ଟ’ ରିଲିଜ ହୋଇସାରିଛି । ବିବାହର ମହୋଲରେ ଏହି ଗୀତକୁ ସୁଟିଂ ନ କରାଯାଇରଛି । ଗୀତରେ ସାରା ଅବଂ ସୁଶାନ୍ତ ମସ୍ତି ଭରା ଓ ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।
ଏହି ଗୀତରେ ଭଏସ ଦେଇଛନ୍ତି ଦେବ ନେଗୀ । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମିତ ତ୍ରୀବେଦୀ ଏବଂ ଏହାର ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ଦେଖନ୍ତୁ ଗୀତ ।