Only for Entertainment

କେଦାରନାଥର ଟ୍ରେଲର ଲଂଚ ସମୟରେ ସୁଶାନ୍ତଙ୍କ ସହିତ ହଟ୍ ଅନ୍ଦାଜରେ ନଜର ଆସିଲେ ସାରା ।

bollywood tadka
22

ସୁଶାନ୍ତ ସିଂ ରାଜପୂତ ଏବଂ ସାରା ଅଲି ଖାନଙ୍କ ଫିଲ୍ମ କେଦାରନାଥର ଟ୍ରେଲର ରିଲିଜ ହୋଇସାରିଛି ।

ଲଂଚିଂ ସମୟରେ ପୂରା ଟିମ ନଜର ଆସିଥିଲେ ।ଏହି ସମୟରେ ପ୍ରଥମ ଥର ସାରା ଏବଂ ସୁଶାନ୍ତ ମସ୍ତୀ ଅନ୍ଦାଜରେ ନଜର ଆସିଲେ ।

ଟ୍ରେଲର ଲଂଚ ସମୟରେ ସାରା ଡେବ୍ୟୁ ଫିଲ୍ମର ଅଭିଜ୍ଞତା ବିଷୟରେ ବର୍ଣ୍ଣନା କଲେ ।

ସାରା ଖୁବ ସୁନ୍ଦର ଏବଂ ହଟ ଅନ୍ଦାଜରେ ନଜର ଆସିଥିଲେ ।

ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କ ପତ୍ନୀଙ୍କ ସହିତ ଏହି ଇଭେଂଟରେ ପହଂଚିଥିଲେ ।

ଫିଲ୍ମ କେଦାରନାଥ ୭ ଡିସେମ୍ବରକୁ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More