Only for Entertainment

ସୈଫଙ୍କ ଲାଡ୍ଲୀ ସାରା ହୋଟେଲ ବାହାରକୁ ଆସି ମହିଳାଙ୍କ ସହ କଲେ କିଛି ଏଭଳି ବ୍ୟବହାର, ସୋସିଆଲ ମିଡିଆରେ ହେଲେ ଟ୍ରୋଲ !

Amarujala
0 65

ସୋସିଆଲ ମିଡିଆରେ ସାରା ଅଲ୍ଲୀ ଖାନଙ୍କୁ ନେଇ ଚର୍ଚ୍ଚା । ସାରାଙ୍କୁ ଫ୍ୟାନଙ୍କ ସହ ସୋସିଆଲ ମିଡିଆ ୟୁଜର୍ସଙ୍କ ରାଗର ଶିକାର ହେବାକୁ ପଡିଛି । ନିକଟରେ ସାରା ମୁମ୍ବାଇର ଏକ ରେଷ୍ଟୁରାଟଂରୁ ଫେରୁଥିବା ସମୟରେ ଜନୈକ ମହିଳା ତାଙ୍କ ପାଖରେ ପହଁଚି କିଛି ସାହାଯ୍ୟ ମାଗିଥିଲେ । ତେବେ ସାରା ମହିଳାଙ୍କୁ ସାହାଯ୍ୟ କରିବା ବଦଳରେ ସେହି ସ୍ଥାନ ଛାଡି ଚାଲିଆସିଥିଲେ ।

#saralalikhan snapped

A post shared by Viral Bhayani (@viralbhayani) on

ମହିଳା ଜଣକ ବାରମ୍ବାର ତାଙ୍କୁ ସାହାଯ୍ୟ ମାଗିଥିଲେ ଭୟଭୀତ ହେବାଭଳି ଅଣଦେଖା କରି ଘଟଣାସ୍ଥଳରୁ ବାହାରି ନିଜ କାର ପାଖରେ ପହଁଚିଥିଲେ ସାରା । ସେ ଘଟଣା ସମୟରେ ସାରାଙ୍କ ପ୍ରତିକ୍ରିୟା କ୍ୟାମେରାରେ କଏଦ ହେବା ସହ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଛି । ଏନେଇ ସାରାଙ୍କୁ ଫ୍ୟାନଙ୍କ ଟ୍ରୋଲର ଶିକାର ମଧ୍ୟ ହେବାକୁ ପଡିଛି । କିଏ ସାରାଙ୍କୁ ଦୁଇପଦ ଗାଳି କରିଛି ତ କିଏ ତାଙ୍କୁ ଡ୍ରାମେବାଜ ମଧ୍ୟ କହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More