Only for Entertainment

ସାରା ଅଲ୍ଲୀ ଖାନ ପୋଷ୍ଟ କଲେ ‘କେଦାରନାଥ‘ ସେଟର ମସ୍ତିଭରା ଫଟୋ !

30

ସୁଶାନ୍ତ ସିଂ ରାଜପୂତ ଏବଂ ସାରା ଅଲ୍ଲୀ ଖାନ ଷ୍ଟାରର ଅଭିଷେକ କପୂର ଡିରେକ୍ସନ ଫିଲ୍ମ ‘କେଦାରନାଥ‘ ଏବେ ରିଲିଜ ହେବାକୁ ଯାଉଛି । ଫିଲ୍ମ ୭ଡିସେମ୍ବରକୁ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିଛିଦିନ ହେବ ଏହି ଦୁଇ ଷ୍ଟାର ଏହି ଫିଲ୍ମର ପ୍ରମୋସନ ପାଇଁ ଜୁଟିଛନ୍ତି ।

ଫିଲ୍ମର ଟ୍ରେଲର ଏବଂ ମ୍ୟୁଜିକ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଏବେ ଫିଲ୍ମ ରିଲିଜ ହେବାର ସମୟ । ତେବେ ଏସବୁ ମଧ୍ୟରେ ସାରା ଏବେ ସୁଟିଂ ସେଟର ଫଟୋ ଶେୟାର କରିଛନ୍ତି । ଯାହା ଖୁବ ମାତ୍ରାରେ ପସନ୍ଦ ହେବାରେ ଲାଗିଛି । ଯେଉଁଥିରେ ସେ କ୍ୟାପସନ ଲେଖିଛନ୍ତି ‘କେଦାରନାଥର ପଛ ସିନ ‘ !

 

View this post on Instagram

 

Behind the scene of #Kedarnath #SaraAliKhan

A post shared by Sara Ali Khan ✨ (@saraalikkhan) on

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ପରେ ପରେ ସାରାଙ୍କ ର ଆଉ ଏକ ଫିଲ୍ମ ପରଦାକୁ ଆସିବ । ଯେଉଁଥିରେ ସାରାଙ୍କ ଅପୋଜିଯରେ ନଜର ଆସିବେ ରଣବୀର ସିଂ । ଫିଲ୍ମ ସିମ୍ବା ୨୮ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More