Only for Entertainment

ଟଙ୍କା ପାଇଁ ଭାଇକୁ ଚାପୁଡ଼ା ମାରିପାରେ: ସାରା ।

bollywood tadka
53

ଅଭିନେତ୍ରୀ ସାରା ବଲିଉଡରେ ଡେବ୍ୟୁ ପରଠାରୁ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାକୁ ଆସିଯାନ୍ତି । ଏବେ ନିକଟରେ ପୁଣି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ । ଏହି ଥର ସେ କୌଣସି ଆକ୍ଟର ନୁହେଁ ବରଂ ନିଜ ଭାଇ ଇବ୍ରାହିମଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି ।

 

View this post on Instagram

 

‪Watch @saraalikhan95 get candid with @jiteshpillaai on the next episode of #FamouslyFilmfare season 2. @americanexpress @mynykaa

A post shared by Filmfare (@filmfare) on

ଏକ ଇଂଟରଭ୍ୟୁରେ ସାରାଙ୍କୁ ପ୍ରଶ୍ନ କରାଗଲା କ’ଣ ସେ ଏକ କୋଟି ଟଙ୍କା ପାଇଁ ତାଙ୍କ ଭାଇକୁ ଚାପୁଡ଼ା ମାରିପାରିବେ । କିନ୍ତୁ ସାରାଙ୍କ ଉତ୍ତର ଥିଲା ସଂପୂର୍ଣ୍ଣ ଭିନ୍ନ ।ଯେଉଁଥିରେ ସେ କହିଛନ୍ତିଯେ ଏକ କୋଟି କ’ଣ ଏକ ଲକ୍ଷ ଟଙ୍କା ପାଇଁ ମୁଁ ତାକୁ ଚାପୁଡ଼ା ମାରିଦେବି । ଅବଶ୍ୟ ସାରା ଏହାକୁ ମାଜାଳିଆ ଢଙ୍ଗରେ କହିଛନ୍ତି କିନ୍ତୁ ଇବ୍ରାହିମଙ୍କର କିଭଳି ପ୍ରତିକ୍ରିୟା ଆସିବ ତାହା ଦେଖିବା ବାକି ରହିଲା ।

ଏହା ପୂର୍ବରୁ ମଧ୍ୟ ସାରା ଏକ କଥାକୁ ନେଇ ଚର୍ଚ୍ଚାରେ ରହିଥିଲେ ଯେଉଁଥିରେ ସେ କାର୍ତ୍ତିକ ଆୟନଙ୍କୁ ଡେଟ କରବାକୁ ଚାହାଁନ୍ତି କହିଥିଲେ । କହିରଖୁଛୁଯେ ସାରା କେଦାରନାଥେ ଡେବ୍ୟୁ କରିଥିଲେ ଏବଂ ତାଙ୍କ ପରବର୍ତ୍ତୀ ଫିଲ୍ମ ସିମ୍ବା ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ଇନକମ କଲା । ଏହାପରେ ସାରା ଲଭ ଆଜ କଲ ଟୁରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More