Only for Entertainment

ଫଟୋ ଦେଖି ଜଣାପଡ଼ୁଛି ସାରାଙ୍କୁ କେଉଁଆଡ଼େ ଏକା ଛାଡ଼ୁ ନାହାଁନ୍ତି ମା ଅମୃତା ।

bollywood tadka
26

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ନିକଟରେ ଏକ ସେଲୁନ ସାମ୍ନାରେ ମା ଅମୃତାଙ୍କ ସହିତ ସ୍ପଟ ହୋଇଛନ୍ତି । ଏହି ଫଟୋରେ ସାରା ହଳଦିଆ ରଙ୍ଗର ଡ୍ରେସରେ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଅନ୍ୟ ପକ୍ଷରେ ଅମୃତା ଧଳା ରଙ୍ଗର କୁର୍ତ୍ତି ଏବଂ ପ୍ଲାଜୋରେ ନଜର ଆସିଛନ୍ତି । ଫଟୋରେ ମା ଝିଅଙ୍କ ଜବରଦସ୍ତ ବଣ୍ଡିଂ ନଜର ଆସିଛି ।

କହିରଖୁଛୁଯେ ସାରା ଅଧିକାଂଶ ସମୟରେ ମା ଅମୃତାଙ୍କ ସହିତ ନଜର ଆସନ୍ତି । ବିଶେଷ କରି ସାରା ବଲିଉଡରେ ଡେବ୍ୟୁ କରିବା ପରଠାରୁ ଅମୃତାଙ୍କ ସହିତ ନଜର ଆସୁଛନ୍ତି । ପ୍ରତିଦିନ ଦୁଇଜଣଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More