Only for Entertainment

ସାରା ଅଲ୍ଲୀ ଖାନଙ୍କ ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ତାଙ୍କୁ ଚିହ୍ନି ପାରିବେ ନାହିଁ !

ndtv
39

ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ସେହି ବର୍ଷ ତାଙ୍କର ଆଉ ଏକ ଫିଲ୍ମ ସିମ୍ବା ମଧ୍ୟ ରିଲିଜ ହୋଇଥିଲା । ସାରା ନିଜର ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ନିକଟରେ ସାରାଙ୍କ ପିଲାଦିନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସାରା ‘କୌନ ବନେଗା କରୋଡପତି’ର ସେଟରେ ଅଡିଆନ୍ସ ଭାବେ ନଜର ଆସିଛନ୍ତି ।

ଏହି ଭାଇରାଲ ଭିଡିଓରେ ସାରା ଶୋ’କୁ ହୋଷ୍ଟ କରୁଥିବା ଅମିତାଭ ବଚ୍ଚନଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଛି । ଶୋ’ରେ ଗେଷ୍ଟ ଭାବେ ପ୍ରିତି ଜିଣ୍ଟା ଏବଂ ସୈଫ ଅଲ୍ଲୀ ଖାନ ଆସିଥିବା ବେଳେ ସାରା ନିଜ ପାପାଙ୍କୁ ସପୋର୍ଟ କରି ଜଣେ ବାନ୍ଧବୀଙ୍କ ସହିତ ଶୋ’ରେ ପହଁଚିଥିଲେ । ଭିଡିଓରେ ସାରାଙ୍କ ଏହି କ୍ୟୁଟ ଭିଡିଓ ଦେଖିଲେ ଆପଣ ମଧ୍ୟ ତାଙ୍କୁ ଜାଣିପାରିବେ ନାହିଁ ।

ଦେଖନ୍ତୁ ଭିଡିଓ-

 

View this post on Instagram

 

The younger sara was also soooo well behaved and graceful! LoveLove❤ @saraalikhan95 ? . . Follow me my new page @indianvideoz

A post shared by Bollywood love ❤ (@boliywoodlove) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More