Only for Entertainment

ପୂରଣ ହେଲା ସାରାଙ୍କ ସ୍ୱପ୍ନ,କାର୍ତ୍ତିକଙ୍କ ସହିତ ରୋମାନ୍ସ କରିବେ ।

bollywood tadka
34

ସୈଫ ଅଲି ଖାନ ଏବଂ ଦୀପିକା ପାଦୁକୋନ ଷ୍ଟାରର ଫିଲ୍ମ ଲଭ ଆଜ କଲ ୨୦୦୯ରେ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ ହେବ ବୋଲି ଚର୍ଚ୍ଚା ହେଉଛି । ସାରାଙ୍କ ଏକ ଇଛା ଅଛି କାର୍ତ୍ତିକଙ୍କୁ ଡେଟ କରିବା ପାଇଁ । ତାହାକୁ ନେଇ ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା,ଯେଉଁଥିରେ ରଣବୀର ସିଂ ସାରାଙ୍କ ହାତ କାର୍ତ୍ତିକଙ୍କୁ ଦେଇ କହିଲେ ସାରା ତୁମ ସ୍ୱପ୍ନ ପୂରଣ ହେଲା । ତେବେ ଏହା ଥିଲା ଖୁବ ମଜାଦାର ସମୟ ।

ଇମ୍ତିଆଜ ଅଲିଙ୍କ ଏହି ସୁପରହିଟ ଫିଲ୍ମକୁ ଆଗକୁ ବଢାଇବାର ପ୍ଲାନିଙ୍ଗ ଚାଲିଛି । ସାରା ଫିଲ୍ମ କେଦାରନାଥରେ ଡେବ୍ୟୁ କରି ସାରିଛନ୍ତି । ଅନ୍ୟ ପକ୍ଷରେ କାର୍ତ୍ତିକ ଫିଲ୍ମ ପଂଚନାମା ପାଇଁ ଖୁବ ଚର୍ଚ୍ଚିତ ।

ଖବର ଅନୁସାରେ ଇମତିଆଜ କାର୍ତ୍ତିକଙ୍କୁ ସାଇନ କରିବେ । କାର୍ତ୍ତିକ ସୈଫ ଅଭିନୟ କରିଥିବା ଚରିତ୍ରରେ ନଜର ଆସିବେ । ଦୀପିକାଙ୍କ ଭୂମିକାରେ ନଜର ଆସିବେ ସାରା । ତେବେ ଏହାର ଅଫିସିଆଲ ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More