Only for Entertainment

‘କେଦାରନାଥ’ର ସୁଟିଂ ଶେଷ ହେବା ପରେ ଏହି ଅନ୍ଦାଜରେ ସେଲିବ୍ରେଟ କଲେ ସୁଶାନ୍ତ ଏବଂ ସାରା

mid-day
0 36

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ପରେ ଏବେ ସୈଫ ଅଲୀ ଖାନଙ୍କ ସାରା ମଧ୍ୟ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ ଡେବ୍ୟୁ କରିବେ । ଫିଲ୍ମରେ ସାରା ଅଲୀ ଖାନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ନଜର ଆସିବେ । ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି । ଫିଲ୍ମର ସୁଟିଂ ଶେଷ ହେବା ଖୁସିରେ ଫିଲ୍ମର ମେମ୍ବର ଖୁସିରେ ପାର୍ଟି କରୁଥିବା ଦେଖିବାକବୁ ମିଳିଛି ।

ନିକଟରେ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସୁଶାନ୍ତ କେକ କାଟୁଥିବା ନଜର ଆସିଛନ୍ତି । କେକ କାଟିବା ପରେ ସେ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ କପୁର ଏବଂ ସାରା ଅଲୀ ଖାନଙ୍କୁ ଆଲିଙ୍ଗନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ପାର୍ଟିରେ ସାରା ହ୍ୱାଇଟ ସଲୱାର ସୁଟରେ ନଜର ଆସିଥିବା ବେଲେ ସୁଶାନ୍ତ କାବଜୁଆଲ ଟି-ସାର୍ଟ ଏବଂ ଡେନିମରେ ନଜର ଆସିଥିଲେ । ପାର୍ଟିରେ ସମସ୍ତ ଖୁବ ମସ୍ତି ମଧ୍ୟ କରିଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More