Only for Entertainment

ପଞ୍ଜାବର ଲୋକପ୍ରିୟ ଗାୟକ ସତିନ୍ଦର ସରତାଜଙ୍କ ଏହି ଗୀତ ଇଣ୍ଟରନେଟରେ ମଚାଇଲା ଧୂମ

YouTube
0 58

ପଞ୍ଜାବକୁ ଭଲ ଭଲ ଗୀତ ଉପହାର ଦେଇଥିବା ଗାୟକ ସତିନ୍ଦର ସରତାଜଙ୍କର ନୂଆ ଗୀତ ରିଲିଜ ହୋଇଛି । ରିଲିଜ ହେବା ପରେ ଅହି ଗୀତ ଇଣ୍ଟରନେଟରେ ଛାଇଯାଇଛି । ସତିନ୍ଦର ସରତାଜଙ୍କର ଏହି ନୂଆ ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏହି ଗୀତର ଲିରିକ୍ସ ଲୋକଙ୍କ ମନକୁ ଛୁଇଁ ପାରିଛି ।

ଆସନ୍ତୁ ଦେଖିବା ଏହି ଭିଡିଓ…

ସତିନ୍ଦର ଦର୍ଶକଙ୍କୁ ଅନେକ ସୁନ୍ଦର ଗୀତ ଉପହାର ଦେଇଛନ୍ତି । ତାଙ୍କ ଗୀତ ଗୁଡିକରେ କୌଣସି ଅଶ୍ଳୀଳ ଶବ୍ଦର ପ୍ରୟୋଗ କରାଯାଇନଥାଏ । ଯାହା ତାଙ୍କ ଗୀତକୁ ଅନ୍ୟ ଗୀତ ଠାରୁ ଭିନ୍ନ ନ କରିଥାଏ । ଆଜିକାଲିର ଗୀତ ଗୁଡିକରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରି ଲୋକଙ୍କୁ ଖରାପ ସନ୍ଦେଶ ଦିଆଯାଉଥିବା ବେଳେ ସତିନ୍ଦର ଏପରି ଏକ ସିଙ୍ଗର ଯେ ନିଜ ଗୀତ ଜରିଆରେ ନିଜ ଭାଷାକୁ ବଂଚାଇ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More