Only for Entertainment

ରିଲିଜ ହେଲା ସତ୍ୟମେବ ଜୟତେ’ର ରୋମାଂଟିକ୍ ସଙ୍ଗ ‘ତେରେ ଜୈସା’

Youtube
0 38

ଆଗାମୀ ବଲିଉଡ୍ ମୁଭି ସତ୍ୟମେବ ଜୟତେ’ର ରୋମାଂଟିକ୍ ସଙ୍ଗ ‘ତେରେ ଜୈସା’ ମୁକ୍ତିଲାଭ କରିଛି । ଅର୍କୋ ପ୍ରଭୋ ମୁଖାର୍ଜୀଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ତୁଲସୀ କୁମାର୍ ଓ ଅର୍କୋ । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ଜନ୍ ଆବ୍ରାମ୍ ଓ ଆୟେଶା ଶର୍ମାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ ମିଲନ୍ ଜାଭେରି । ସିନେମାଟି ୧୫ ଅଗଷ୍ଟରେ ରିଲିଜ୍ ହୋଇଛି ।

ହାରାହାରି ଅଢେଇ ମିନିଟର ଏହି ଭିଡିଓରେ ଜନ ଅବ୍ରାହମ ଏବଂ ଅଭିନେତ୍ରୀ ଆୟଶାଙ୍କ ଶାନଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଭିଡିଓ ବୁଧବାର ରିଲିଜ କରାଯାଇଛି ଏବଂ କିଛି ଘଂଟାରେ ୟୁଟ୍ୟୁବରେ ୫ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More