Only for Entertainment

ଏପରି ପାଳନ ହେଲା ବିଶ୍ୱର ସବୁଠାରୁ ବୟସ୍କ ପାଣ୍ଡାର ଜନ୍ମଦିନ, କେକ୍ କାଟି ନିଜେ ଖାଇଗଲା ସବୁ

ndtv
56

ବିଶ୍ୱର ସବୁଠାରୁ ବୟସ୍କ ପାଣ୍ଡା ଶିନଶିଙ୍ଗର ୩୭ ତମ ଜନ୍ମଦିନ ପାଳନ କରାଯାଇଛି । ଏହାର ବୟସ ମାନବ ଜାତିର ୧୦୦ ବର୍ଷରୁ ଅଧିକ ସହିତ ସମାନ । ୨୩ ଅଗଷ୍ଟେରେ ଚୀନର ଛୋଙ୍ଗଛିଙ୍ଗ ଚିନିଆଖାନରେ ପାଣ୍ଡା ଶିନଶିଙ୍ଗର ଜନ୍ମଦିନ ପାଳନ କରାଗଲା । ପାଣ୍ଡାର ଜନ୍ମଦିନ ପାଇଁ ଏକ ସମାରୋହର ଆୟୋଜନ କରାଯାଇଥିଲା ।

ଶିନଶିଙ୍ଗ ସ୍ୱାସ୍ଥ୍ୟବସ୍ଥା ଥିର ଥିବା ବେଳେ ପାଣ୍ଡାର ୧୦୦ରୁ ଅଧିକ ପ୍ରଶଂସକ ଜନ୍ମଦିନ ପାଳନ କରିବା ପାଇଁ ଚିଡିଆ ଖାନାରେ ପହଁଚିଥିଲେ । ପାଣ୍ଡା କେକ କାଟିବା ସହିତ କେକ୍ ମଧ୍ୟ ଖାଇଥିଲା ।

କହିରଖୁଛୁ ଯେ, ପାଣ୍ଡା ଶିନଶିଙ୍ଗ ୧୯୮୨ରେ ଜନ୍ମ ହୋଇଥିଲା । ୧୯୮୩ରେ ସେ ଛୋଙ୍ଗଛିଙ୍ଗ ଚିଡିଆଖାନାକୁ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More