Only for Entertainment

ସାଉଥର ମଲାଇକା ଅରୋରାଙ୍କୁ ଦେଖିଛନ୍ତି !

colorstv
0 66

ତେଲୁଗୁ ଫିଲ୍ମ ଦୁନିଆଁର ଆକ୍ଟର ହିନା ପାଞ୍ଚାଲ୍ଙ୍କ ଚେହେରା ଏକଦମ୍ବଲିଉଡ଼୍ ଜଣେ ଆଇଟମ୍ଗର୍ଲଙ୍କ ସହିତ ମିଶିଯାଏ। ସେ ହେଲେ ମଲ୍ଲାଇକା ଅରୋରା।ଏଥିପାଇଁ ହିନାଙ୍କୁ ସାଉଥ୍ ମଲ୍ଲାଇକା ବୋଲି କୁହାଯାଏ। ହିନା ଏଇ ନିକଟରେ ଏକ ଟପ୍ଲେସ୍ଫଟୋ ସୁଟ୍କରାଇଥିଲେ,ଯେଉଁଥିପାଇଁ ସେ ଚର୍ଚ୍ଚାରେ ରହିଛନ୍ତି।

heena-panchalମଲ୍ଲାଇକାଙ୍କ ଚେହେରା,ଲୁକ୍ ଷ୍ଟାଇଲ୍ସହିତ ତାଙ୍କର ସମାନତା ଥିବା ହେତୁ ହିନା ନିଜକୁ ଭାଗ୍ୟବତୀ ମନେ କରୁଛନ୍ତି। ସେ କହିଛନ୍ତି ଯେ, ମଲ୍ଲାଇକା ଅରୋରାଙ୍କ ସହିତ ତାଙ୍କର ତୁଳନା କରାଯିବା ତାଙ୍କ ପାଇଁ ବଡ଼କଥା। ଫୋବର୍ସ ଇଣ୍ଡିଆର ଟପ୍‌ –୧୦୦ ସେଲିବ୍ରେଟି ତାଲିକାରେ ହିନାଙ୍କୁ ସ୍ଥାନ ମିଳିଥିଲା।
ହିନା ଏଯାବତ୍ଦକ୍ଷିଣ ଭାରତର ବହୁ ସିନେମାରେ ଆଇଟମ୍ନମ୍ବର କରି ସାରିଲେଣି।ତାଙ୍କର ଲୋକପ୍ରିୟ ଆଇଟମ୍ନମ୍ବର ଭିତରେ ରହିଛିମୋଲ୍ଲେଲମେଁ ହୁକ୍କା….’,ବେଓ୍ଵଡ଼ା ଟେଓ୍ଵଡ଼ା….,ବେବୋ ମୋ ବେବୋ….. ରାଜୁ ରାଜୁ….,ଟକମକ୍‌ ….. ବଲମ୍ବମ୍ବାଇ ଆଦି।

ହିନା ତେଲୁଗୁ ସିନେମା ବ୍ୟତୀତ କେତୋଟି ତାମିଲ ସିନେମାରେ ମଧ୍ୟ କାମ କରିଛନ୍ତି। ଏଥିମଧ୍ୟରେ ତିନ୍ଖୁରାଫାତୀ,ଲାଇଫ୍ମେଁ ଟ୍ଵିଷ୍ଟ ହେ,ଜଷ୍ଟ ଗମ୍ମଟ୍‌,ମିସ୍ଟନକପୁର ହାଜିର ହୋ,ଲୋଡ଼େଡ଼୍‍,ରକ୍ତମଞ୍ଜରୀ,ଯାଗାବରୟିନମ୍ବା କାକ୍କା ବାବୁଜୀ ଏକ ଟିକେଟ୍ବମ୍ବାଇ ଆଦି ସିନେମା ରହିଛି।କିଛି ଦିନତଳେ ହିନା ଏକ କାର୍ଯ୍ୟକ୍ରମରେ ମଲ୍ଲାଇକା ଅରୋରାଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More