Only for Entertainment

ଜାମିନ ପାଇବା ପରେ ସଲମାନ ପାଳିଲେ ଏହି ଅଭିନେତାଙ୍କ ଜନ୍ମଦିନ ଏବଂ ସିଧା ପହଂଚିଲେ ଦ ଗେଟ ୱେ ସ୍କୁଲ ଅଫ ମୁମ୍ବାଇରେ । ଦେଖନ୍ତୁ ଫଟୋ ।

news18
0 58

ଜାମିନ ପାଇବା ପରେ ସଲମାନ ରେସ ଥ୍ରି ତାରକାଙ୍କ ସହିତ ନଜର ଆସିଛନ୍ତି । ସାକିବ ସଲିମଙ୍କ ଜନ୍ମଦିନ ମୌକାରେ ସଲମାନ ମଧ୍ୟ ତାଙ୍କ ଘରେ ପହଂଚିଲେ । ରିତେଶ ଏବଂ ବବିଙ୍କ ସହିତ ତାଙ୍କ ଫଟୋ ସାମ୍ନାକୁ ଆସିଛି । ସାକିବ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ତାଙ୍କ ଜନ୍ମଦିନ ଫଟୋ ସେୟାର କରିଛନ୍ତି । ଏହାପରେ ରବିବାର ଦିନ ସେ ଏକ ସ୍କୁଲର ବାର୍ଷିକ ଉତ୍ସବରେ ବିତାଇଛନ୍ତି ।

Bhai ❤️❤️

A post shared by Saqib Saleem (@saqibsaleem) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More