Only for Entertainment

ମହିଳା ଗର୍ଭବତୀ ଥିବା ସମୟରେ ଶାରୀରିକ ସଂପର୍କ ରଖିବା ଉଚିତ ନା ଅନୁଚିତ?

navbharat times
1,316

ବିଭିନ୍ନ ସମୟରେ ଶାରୀରିକ ସଂପର୍କ ରଖିବାକୁ ନେଇ ଲୋକଙ୍କ ମନରେ ଛୋଟ ଛୋଟ ସନ୍ଦେହ ରହିଥାଏ । ଯାହାକୁ ପ୍ରତ୍ୟେକ ପ୍ରେମୀ ଯୁଗଳ ଜାଣିବା ଉଚିତ । କାରଣ ଶାରୀରିକ ସଂପର୍କକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ଗ୍ରହଣ କରାଯାଏ । ଯାହାକୁ ନେଇ ଅଧିକାଂଶ ସମୟରେ ପତି ପତ୍ନୀଙ୍କ ମଧ୍ୟରେ କଳା ଝଗଡ଼ା ଦେଖିବାକୁ ମିଳେ, ତେଣୁ ଏହାକୁ ନେଇ ଗବେଷଣାରେ ବିଭିନ୍ନ କଥା ଉଲ୍ଲେଖ ରହିଛି ତାହା କପଲ୍ସ ଜାଣିବା ନିହାତି ଆବଶ୍ୟକ । ତେବେ ଉଭୟ ପୁରୁଷ ଏବଂ ମହିଳା ଏହି କଥାକୁ ଧ୍ୟାନ ଦେବା ଉଚିତ । ଆସନ୍ତୁ ଆଲୋଚନା କରିବା କ’ଣ କୁହନ୍ତି ଏକ୍ସପର୍ଟ ।

 

ଏକ୍ସପର୍ଟଙ୍କ କହିବା ମୁତାବକ ଗର୍ଭବତୀ ଥିବା ସମୟରେ ଶାରୀରିକ ସଂପର୍କ ରଖିବା ସଂପୂର୍ଣ୍ଣ ସୁରକ୍ଷିତ । କିନ୍ତୁ ଯେହେତୁ ମହିଳାଙ୍କ ପେଟର ଆକୃତି ବୃଦ୍ଧି ହୋଇ ଯାଇଥାଏ, ଏହାକୁ ନେଇ ପୁରୁଷ ସନ୍ଦେହରେ ରହିଥାନ୍ତିେଯେ ଏହା ସୁରକ୍ଷିତ ନା ଅସୁରକ୍ଷିତ । ତେଣୁ ଏହି ଅବସ୍ଥାରେ ଶାରୀରିକ ସଂପର୍କ ରଖି ହେବ ବୋଲି ଏକ୍ସପର୍ଟ କହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More