Only for Entertainment

ରିଲିଜ ହେଲା ‘ମିଶନ ମଙ୍ଗଲ’ର ଦ୍ୱିତୀୟ ଗୀତ, ଜୋରଦାର ଚାଲିଛି ପ୍ରମୋଶନ

hindirush
33

ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ମିଶନ ମଙ୍ଗଲର ଦ୍ୱିତୀୟ ଗୀତ ରିଲିଜ ହୋଇ ସାରିଛି । ଗୀତର ନାମ ହେଉଛି ସାୱରିୟାଁ । ଗୀତରେ ମଙ୍ଗଳଯାନରେ ମଙ୍ଗଳ ଗ୍ରହ ଉପରେ ଲ୍ୟାଣ୍ଡିଂର ପ୍ରସ୍ତୁତି ଏବଂ ଏହାର ସଫଳତା ବିଷୟରେ ଦର୍ଶାଯାଇଛି । ମଙ୍ଗଳରେ ଚନ୍ଦ୍୍ରାୟାନ ପହଂଚିବା ପରେ ଅକ୍ଷୟ, ବିଦ୍ୟା, ତାପସୀ, ସୋନାକ୍ଷୀ, କୀର୍ତ୍ତି ଆଦି ଖୁସି ହୋଇ ଯାଉଥିବାର ନଜର ଆସିଛି ।

 

ସାୱରିୟାଁ ଗୀତକୁ ଗାଇଛନ୍ତି ଶିଳ୍ପା ରାଓ, ଆନନ୍ଦ ଭାସ୍କର ଏବଂ ଅଭିଜିତ ଶ୍ରୀବାସ୍ତବ । ଏହାକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ମ୍ୟୁଜିକ କମ୍ପୋଜ କରିଛନ୍ତି ଅମିତ ତ୍ରିବେଦୀ । ଏହା ଏକ ମୋଟିଭେସନାଲ ଏବଂ ଇନ୍ସପାୟାର କାହାଣୀ । କହିରଖୁଛୁ ଫିଲ୍ମରେ ଅକ୍ଷୟ କୁମାର ସିନିଅର ବୈଜ୍ଞାନିକ ଭାବରେ ନଜର ଆସିବେ ।

ଅକ୍ଷୟ କୁମାର ଏହାର ଏକ କ୍ଲିପ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଗୋଟିଏ ଦିନରେ ଅକ୍ଷୟଙ୍କ ମିଶନ ମଙ୍ଗଲ ଏବଂ ଜନ ଅବ୍ରାହିମଙ୍କ ବାଟଲା ହାଉସ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More