Only for Entertainment

ଶାନଙ୍କ ଗୀତରେ ଝୁମିଲା ରାଜଧାନୀ , ଦେଖନ୍ତୁ ।

youtube
0 67

ବଲିଉଡର ମେଲୋଡି କିଙ୍ଗ ଶାନଙ୍କ ଗୀତ ଶୁଣିବାକୁ ମିଳିଥିଲା ରାଜଧାନୀରେ । ତେବେ ସବୁଠାରୁ ବେଶି ଆକର୍ଷଣୀୟ ଥିଲା ଯେତେବେଳେ ଶାନଙ୍କ ସ୍ୱରରେ ଶୁଣିବାକୁ ମିଳିଥିଲା ଓଡିଆ ଗୀତ ।

ସେଇ ବର୍ଷା ସେଇ ରାତି ମନେପଡେ । ଏହି ମନଛୁଆଁ ଗୀତକୁ ୧୫ ବର୍ଷ ପରେ ଷ୍ଟେଜ୍ ଉପରେ ଗାଇଥିଲେ ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ । ନିକଟରେ ଶାନଙ୍କ ମନଛୁଆଁ ଗୀତରେ ଝୁମିଥିଲେ ରାଜାଧାନୀ ବାସିନ୍ଦା ।

ଲାଇଭ୍ କନର୍ସଟରେ ସ୍ରୋତାଙ୍କୁ ମତୁଆଲା କରିଥିଲେ ଶାନ୍ । ତାଙ୍କ ଗୀତରେ ଝୁମିଥିଲେ ଉପସ୍ଥିତ ଦର୍ଶକ । କେବଳ ଏହି ଓଡିଆ ଗୀତ ନୁହେଁ ଲୋକପ୍ରିୟ ଗୀତ ରଙ୍ଗବତୀକୁ ଗାଇବାରେ ମଧ୍ୟ ନଜର ଆସିଥିଲେ ଶାନ୍ ।

ଆଉ ତାଙ୍କ ଗୀତରେ ବେଶ ଝୁମିଥିଲେ ସେଠାରେ ଉପସ୍ଥିତ ଦର୍ଶକ । ଶାନ ଏହି ସନ୍ଧ୍ୟାରେ ଅନେକ ମନଛୁଆଁ ହିନ୍ଦୀ ଗୀତ ମଧ୍ୟ ଗାଇଥିଲେ । କେତେବଳେ ମଂଚ ଉପରେ ଡ୍ୟାନ୍ସ କରିଥିଲେ ତ ପୁଣି କେତେବେଳେ ଶାହରୁଖଙ୍କ ଡ୍ୟାନ୍ସ
ଷ୍ଟେପ୍ କରିବାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More