Only for Entertainment

ଶୀର କୋରମା’ ଫିଲ୍ମରେ ଏହି ଭୂମିକାରେ ନଜର ଆସିବେ ଶବାନା ଆଜମୀ !

42

ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶବାନା ଆଜମୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଖବର ରହିଛି ଯେ ଶବାନା ଖୁବଶୀଘ୍ର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କର ଆଗାମୀ ଫିଲ୍ମ ରହିଛି ‘ଶୀର କୋରମା’ । ଏହି ଫିଲ୍ମରେ ସ୍ୱରା ଭାସ୍କର ଏବଂ ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଶବାନା ମା’ ଭୂମିକାରେ ନଜର ଆସିବେ ।

ଖବର ମୂତାବକ ଏହି ଫିଲ୍ମ କ୍ୱିର ସମୁଦାୟ ଶିଶୁଙ୍କ ବିଷୟରେ ରହିଛି , ଯେଉଁମାନେ ଘରେ କିପରି ତାଙ୍କ ଚାଲିଚଳନ । ଏହି ସମୁଦାୟ ଅର୍ଥାତ ଏହା ପୂରା ଏଲଜିବିଟିକ୍ୟୁ ତଥା ସମଲିଙ୍ଗୀ ଏବଂ ଟ୍ରାନ୍ସଜେଣ୍ଡର ସମସ୍ତ ଜାତିକୁ ବୁଝାଏ ।

ଶବାନା ଆଜମୀ କହିଛନ୍ତି ଯେ ଦିବ୍ୟା ଦତ୍ତା ‘ଶିର କୋରମା’କାହାଣୀ ତାଙ୍କୁ କହିଥିଲେ । ଯାହା ତାଙ୍କୁ ଖୁବ ପସନ୍ଦ ଆସିଥିଲା ତେଣୁ ସେ ସାଙ୍ଗେ ସାଙ୍ଗେ ଏହି ଫିଲ୍ମ ପାଇଁ ସ୍ୱୀକୃତି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More