Only for Entertainment

ଲଣ୍ଡନର ବ୍ଲଗରଙ୍କୁ ଡେଟ କରୁଛନ୍ତି ଶାହରୁଖ ଖାନଙ୍କ ପୁଅ ଆର‌୍ୟନ ଖାନ !

google
87

ଶାହରୁଖ ଖାନଙ୍କ ପୁଅ ଆର‌୍ୟନ ଖାନଙ୍କ ପପୁଲାରିଟି କୌଣସି ଷ୍ଟାରଙ୍କ ଠାରୁ କମ ନୁହେଁ । ବଲିଉଡରେ ଡେବ୍ୟୁ କରିବା ପୂବ ର୍ରୁ ହିଁ ତାଙ୍କର ଅନେକ ଫଲୋୟର୍ସ ଅଛନ୍ତି । ଆର‌୍ୟନଙ୍କ ଫଟୋ ମଧ୍ୟ ସର୍ବଦା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏବେ ଆର‌୍ୟନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଆର‌୍ୟନ ଲଣ୍ଡନର ଜଣେ ବ୍ଲଗରଙ୍କୁ ଡେଟ କରୁଛନ୍ତି । କୁହାଯାଉଛି ଯେ, ଗୌରୀ ଖାନ ମଧ୍ୟ ଏହି ଯୁବତୀଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ଭେଟିବା ପରେ ଗୌରୀ ଖୁବ ଖୁସି ଅଛନ୍ତି । କିନ୍ତୁ ଏହି ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

 

View this post on Instagram

 

Hair vs Gravity

A post shared by Aryan Khan (@___aryan___) on

କହିରଖୁଛୁ ଯେ, ଆର‌୍ୟନ ଖାନ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଭର୍ସନରେ ସିମ୍ବା ପାଇଁ ଭଏସ ଦେଇଛନ୍ତି । ତାଙ୍କ ପିତା ତଥା ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ମୁଫାସା ଚରିତ୍ର ପାଇଁ ଡବିଂ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More