Only for Entertainment

ସୁହାନା ଏବଂ ଅବରାମଙ୍କ ସହିତ କେକେଆରକୁ ଚିୟର କରିବା ପାଇଁ ପହଁଚିଲେ ଶାହାରୁଖ, ଏପରି ପାଳନ କଲେ ବିଜୟର ଖୁସି, ଦେଖନ୍ତୁ ଫଟୋ

Republic World
0 62

ଓପନର ସୁନୀଲ ନାରନଙ୍କ ଧୂାଆଁଧାର ପାଳି ଏବଂ ଏହା ପରେ ନିତୀଶ ରାଣା ଏବଂ କ୍ୟାପଟେନ ଦିନେଶ କାର୍ତ୍ତିକଙ୍କ ସହେଯୋଗ ଫଳରେ ଟିମ କେକେଆର ଚଳିତ ଆଇପିଏଲ ସିଜିନରେ ଆରସିବି ବିପକ୍ଷରେ ମ୍ୟାଚ ଜିତି ନିଜର ଖାତା ଖୋଲିଛି ।

kkr1
କୋଲକାତାର ଇଡେନ ଗାର୍ଡେନରେ ହୋଇଥିବା ଏହି ମ୍ୟାଚରେ କେକେଆରର କୋ-ୱନର ଶାହାରୁଖ ଖାନ ପତ୍ନୀ ଗୌରୀ ଏବଂ ଝିଅ ସୁହାନା ଏବଂ ପୁଅ ଅବରାମ ଖାନଙ୍କ ସହିତ ଟିମକୁ ଚିୟର କରିବା ପାଇଁ ପହଁଚିଥିଲେ ।

 

#Ipl #kkr #edengarde

A post shared by Rhea Pillai (@rhea100) on

କେବଳ ଖାନ ପରିବାର ନୁହେଁ ଅଭିନେତା ସଂଜୟ କପୁର ଏବଂ ତାଙ୍କ ଝିଅ ଶନାୟା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଟିମ ଜିତିବା ପରେ ସୁହାନା  ଏବଂ ଶନାୟା ମୈଦାନରେ ଶାହାରୁକଙ୍କ ସହିତ ଖୁସି ମନାଇଥିବା ମଧ୍ୟ ନଜର ଆସିଛି । ତେବେ ଆସନ୍ତୁ ଦେଖବା ମ୍ୟାଚ ସମୟର କିଛି ଫଟୋ

 

#korbolorbojeetbo #kkr if it’s not lynn it’s narine ?

A post shared by Sanjay Kapoor (@sanjaykapoor2500) on

 

???? #KKR ??

A post shared by Maheep Kapoor (@maheepkapoor) on

 

Wwwwwhhhhhoooot whhhoooott ?????

A post shared by Maheep Kapoor (@maheepkapoor) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More