Only for Entertainment

ସାହିଦ କପୂର ନିଜ ପାଇଁ ଖୋଜୁଛନ୍ତି ଘର !

YouTube
32

ବିଗତ ଦିନରେ ସାହିଦ କପୂର ଏବଂ ମୀରା ରାଜପୂତଙ୍କ ଘରକୁ ନୂଆ କୁଣିଆର ଏଂଟ୍ରି ହୋଇଛନ୍ତି । ମୀରା ଗୋଟେ ପୁଅକୁ ଜନ୍ମ ଦେଇଛନ୍ତି ଦୁହେଁ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ମାତ୍ର ଖାସ ଖବର ଏହା ଯେ ସାହିଦ କପୂର ନିଜ ପାଇଁ ଏକ ଘର ଖୋଜୁଛନ୍ତି ।
ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ ସାହିଦ କପୁର ଏବେ ଏକ ଘର ଖୋଜୁଛନ୍ତି । ସେ ବାର୍ଲିରେ ସିଫ୍ଟ ହେବାକୁ ଚାହୁଁଛନ୍ତି ।

ନବଭାରତ ଟାଇମ୍ସ ମୁତାବକ ଖବର ସାହିଦ ଘର ବାଛି ସାରିଲେଣି । ଖବର ମୁତାବକ ସାହିଦ ସେହି ଟାୱାରରେ ଘର ଖୋଜୁଛନ୍ତି ଯେଉଁଠି ଅନୁଷ୍କା ଏବଂ ବିରାଟ କୋହଲି ୩୪କୋଟି ଟଙ୍କା ଦେଇ ଘର କିଣିଥିଲେ ମାତ୍ର ସିଫ୍ଟ ହେଲେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More