Only for Entertainment

ଏହି ୩ଟି ଫିଲ୍ମ କରି ପଶ୍ଚାତାପ କରୁଛନ୍ତି ଶାହିଦ ।

dailypioneer.com
64

ଆକ୍ଟର ସାହିଦ କପୁରଙ୍କ ଅଧିକାଂଶ ସମୟରେ ପତ୍ନୀ ମୀରା ରାଜପୂତଙ୍କ ସହିତ ସୋସିଆଲ ମିଡିଆରେ ଫଟୋ ଶେୟାର କରନ୍ତି । ଯାହାକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରନ୍ତି । କାରଣ ଶାହିଦ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟରେ ବିବାହ, ଜବ ଓିବ ମେଟ ଏବଂ ପଦ୍ମାବତ ଭଳି ସୁପରହିଟ ଫିଲ୍ମ ଦେଇଛନ୍ତି । ଏହା କହିବା ମଧ୍ୟ ଭୁଲ ହେବନାହିଁଯେ ସାହିଦ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟରେ କେତେକ ଫ୍ଲପ ଫିଲ୍ମ ମଧ୍ୟ ଦେଇଛନ୍ତି । ଯେଉଁଥିପାଇଁ ଆଜି ମଧ୍ୟ ୩ଟି ଫିଲ୍ମ ପାଇଁ ଶାହିଦ ପଶ୍ଚାତାପ କରୁଛନ୍ତି ।

ପ୍ରଥମେ ଲିଷ୍ଟରେ ଆସୁଛି ସାନଦାର । ଯାହାକୁ ନେଇ ଶାହିଦ ପଶ୍ଚାତାପ କରୁଛନ୍ତି । ତାଙ୍କ ଅପୋଜିଟରେ ଫିଲ୍ମରେ ଆଲିୟା ଭଟ୍ଟ ନଜର ଆସିଥିଲେ । କିନ୍ତୁ ବକ୍ସ ଅଫିସରେ ଅସଫଳ ରହିଲା ।

ଦ୍ୱିତୀୟ ଫିଲ୍ମ ହେଉଛି ଲୁକାଛୁପି । ଯେଉଁଥିରେ ଅପୋଜିଟରେ ଥିଲେ କରୀନା କପୁର । ଏହା ମଧ୍ୟ ଫ୍ଲପ ହୋଇଥିଲା ।
ତୃତୀୟରେ ରହିଛି ବାଃ ଲାଇଫ ହୋ ତୋ ଐସୀ । ଏହା ମଧ୍ୟ ବକ୍ସ ଅଫିସରେ ଅସଫଳ ରହିଥିଲା । ଅବଶ୍ୟ ଏହି ଫିଲ୍ମ ପାଇଁ ଗ୍ରାଫିକ୍ସ ଡିଜାଇନ ପାଇଁ ତାଙ୍କ ନିକଟରେ ଭଲ କମ୍ପ୍ୟୁଟର ନଥିଲା ବୋଲି କହିଛନ୍ତି ଶାହିଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More