‘କବିର ସିଂ’ର ନୂଆ ପୋଷ୍ଟର ଉପରେ ଆସିଲା ଫ୍ୟାନ୍ସଙ୍କ ଦିଲ୍, ସାହିଦ କପୁରଙ୍କ ‘ରଫ ଆଣ୍ଡ ଟଫ’ ଲୁକ ଦେଖି ଫ୍ୟାନ୍ସ କହିଲେ ହଲିଯିବ ବକ୍ସ ଅଫିସ
ବଲିଉଡ ଅଭିନେତା ସାହିଦ କପୁର ଏବେ ୟୁରୋପରେ ପତ୍ନୀ ମୀରା ରାଜପୁତଙ୍କ ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି । ଅନ୍ୟପକ୍ଷରେ ‘କବିର ସିଂ’ର ମେକର୍ସ ଦର୍ଶମକଙ୍କୁ ଉତ୍ସାହିତ କରିବାରେ ଲାଗିଛନ୍ତି । ନିକଟରେ ‘କବିର ସିଂ’ର ନିର୍ମାତା ଫିଲ୍ମର ଟିଜର ରିଲିଜ କରିଥିଲେ । ଯାହାକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଥିଲା । ଏହା ପରେ ମେକର୍ସ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରିଛନ୍ତି ।
#KabirSingh out in 2 months. 21st June. #WaitForIt@Advani_Kiara @imvangasandeep @itsBhushanKumar @MuradKhetani #KrishanKumar @ashwinvarde @TSeries @Cine1Studios @KabirSinghMovie pic.twitter.com/RemEdoXWTI
— Shahid Kapoor (@shahidkapoor) April 21, 2019
‘କବିର ସିଂ’ର ନୂଆ ପୋଷ୍ଟରରେ ସାହିଦ କପୁର ଏକଦମ ‘ରପ ଆଣ୍ଡ ଟଫ’ ଲୁକରେ ନଜର ଆସିଛନ୍ତି । ବଡ ବଡ କେଶ ଏବଂ ଲମ୍ବା ଦାଢି ଏହା ସହିତ କଳା ଚଷମାରେ ସାହିଦଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟର ସେୟାର କରି ସାହିଦ ଲେଖିଥିଲେ, ‘ଫିଲ୍ମ କବିର ସିଂ ଆଜିଠାରୁ ମାତ୍ର ୨ ମାସ ପରେ ସିନେମାଘରେ ରିଲିଜ ହେବ । ୨୧ ଜୁନକୁ ସମସ୍ତେ ଅପେକ୍ଷା କରନ୍ତୁ ।’
ସାହିଦ କପୁରଙ୍କ ଏହି ଲୁକକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ସାହିଦ ପୋଷ୍ଟର ସେୟାର କରିବା ପରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । କେହି କେହି କମେଣ୍ଟ କରି ଲେଖିଛନ୍ତି ଏହି ଫିଲ୍ମ ବକ୍ସ ଅଫିସରେ ୩୦୦ କୋଟିର ବ୍ୟବସାୟ କରିବ । ଅନ୍ୟ କେହି ଲେଖିଛନ୍ତି ସବୁଠାରୁ ଭଲ କଥା ଦେଉଚି ଅର୍ଜୁନ ରେଡ୍ଡୀର ନିର୍ଦ୍ଦେଶକ ଏହି ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଉଛନ୍ତି । ଓରିଜିନାଲ ଫିଲ୍ମ ଠାରୁ ଏହା ଭଲ ହେବ ବୋଲି ଆଶା କରାଯାଉଛି ।
ଦେଖନ୍ତୁ ଫ୍ୟାନ୍ସଙ୍କ ପ୍ରତିକ୍ରିୟା-
Its hard to #WaitForIt ??? poster looks awesome now eagerly waiting for #KabirSingh trailer ???? bring it on boy ??
— Maya ❤️ Kabir Singh (@Badassy_Maya) April 21, 2019
I think shahid solo 300 cr movie
— lex lims (@LexLims) April 21, 2019
?????? your look??? love uh @shahidkapoor ???
— Vaishali Khurana (@VaishaliKhuran3) April 21, 2019
See a lot of people comparing Kabir Singh to Arjun Reddy.
Please understand that this a remake. Both the actors have put in their best version into the character.
No doubt, Vijay devarakonda was brilliant & so will Shahid kapoor be.
Praise the efforts people. #KabirSingh— Amey Kulkarni (@AmeyKul25853132) April 21, 2019