Only for Entertainment

ଶାହିଦ କପୂର ଆରମ୍ଭ କଲେ ‘ଜର୍ସି’ର ସୁଟିଂ !

25

କିଛି ଦିନ ପୂର୍ବେ ଖବର ଶୁଣିବାକୁ ମିଳିଥିଲା ଯେ କବୀର ସିଂ ଫିଲ୍ମ ସଫଳତା ପରେ ଶାହିଦ କପୂର ଫିଲ୍ମ ‘ଜର୍ସି’ ସାଇନ କରିଛନ୍ତି । ଶାହିଦଙ୍କ ଏହି ଫିଲ୍ମ ପାଇଁ ପ୍ରସ୍ତୁତିରେ ଲାଗି ପଡିଲେଣି । ଏବେ ୧୩ଡିସେମ୍ବରରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଶାହିଦ ଫିଲ୍ମର କ୍ଲେପବୋର୍ଡର ଫଟୋ ଶେୟାର କରି ଫ୍ୟାନ୍ସମାନଙ୍କୁ ଏହିଖୁସି ଖବର ଜଣାଇଛନ୍ତି ।

ଏହି ଫିଲ୍ମ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ ଅଟେ । ‘ଜର୍ସି’ ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଅଟେ ।


ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ନିର୍ଦ୍ଦେଶନା ଗୌତମ ଟିନ୍ନାନୁରୀ କରୁଛନ୍ତି । ଏହା ଏକ ଏଭଳି କ୍ରିକେଟର କାହାଣୀକୁ ନେଇ ଅଟେ ଯିଏ ନିଜର ତୃତୀୟ ଦଶକରେ ନ୍ୟାଶନାଲ ଟିମରେ ନିଜ ଜାଗା ବନାଇବା ପାଇଁ ଚେଷ୍ଟା କରିଛନ୍ତି । ଫିଲ୍ମରେ ଶାହିଦ କପୂରଙ୍କ ସହ ତାଙ୍କ ବାପା ପଙ୍କଜ କପୂର ଏବଂ ମୃଣାଳ ଠାକୁର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More