Only for Entertainment

ବାନ୍ଧବୀଙ୍କୁ ହେୟାର ସ୍ପା ଦେଉଛନ୍ତି କିଙ୍ଗ ଖାନଙ୍କ ଝିଅ ସୁହାନା, ଭିଡିଓ ଭାଇରାଲ

Republic TV
0 60

ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କର ଏକ ଭିଡିଓ ଏବେ ସୋଲିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ନିଜ ଫ୍ରେଣ୍ଡହ୍କୁ ହେୟାର ସ୍ପା ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ସୁହାନା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

@suhanakhan2 with friends….. Credits : @suhanakha2 #Suhana #fbsuhanakhan #suhanakhan

A post shared by Suhana ✨ (@suhanakhan143) on

ଏହି ଭିଡିଓରେ ସୁହାନା ଆଉ ଏକ ବାନ୍ଧବୀଙ୍କ ସହିତ ମିଶି ହେୟାର ସ୍ପା କରୁଥିବାର ଦେଖିବାକୁ ମିଳିଛି । ଏହା ପ୍ରଥମ ନୁହେଁ ପୂର୍ବରୁ ସୁହାନାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିକଟରେ ବନ୍ଧୁ ମାନଙ୍କ ସହିତ ମିଶି ମ୍ୟୁଜିକ ଚ୍ୟାର ଖେଳୁଥିବାର ଭିଡିଓ ସାମ୍ନାକୁ ଆସିଥିଲା ଯାହା ଖୁବ ଭାଇରାଲ ହୋଇଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More