Only for Entertainment

ନିଜ ବିବାହରେ ଶାହରୁଖ ଖାନଙ୍କୁ ଦେଖି ଅସହଜ ହୋଇଗଲେ କନ୍ୟା

aajtak
113

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଖୁବଶୀଘ୍ର ବିଜ୍ଞାପନ କରୁଥିବାର ନଜର ଆସିବେ । ମିଡିଆ ରିପୋର୍ଟ ଅନୁସାରେ ଶାହରୁଖ ଏବଂ ଈଶା ଏକ ବିଜ୍ଞାପନ ସୁଟ କରିଛନ୍ତି, ଯେଉଁଥିରେ ଈଶା କନ୍ୟା ଭାବରେ ନଜର ଆସିବେ । ବିଜ୍ଞପାନର କନ୍ସେପ୍ଟ କୁହାଯାଉଛିଯେ ଶାହରୁଖଙ୍କ ଉପସ୍ଥିତିରେ କନ୍ୟା ଜଣକ ଅନକମ୍ଫର୍ଟେବଲ ହୋଇ ଯାଉଛନ୍ତି ।

 

କୁହାଯାଉଛିଯେ ଏହା ବ୍ୟାଙ୍କର ବିଜ୍ଞାପନ ହେବ । ଅବଶ୍ୟ ଭିଡ଼ିଓର ବିଜ୍ଞାପନ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଏହା ମଧ୍ୟ କୁହାଯାଉଛିଯେ ଭିଡ଼ିଓରେ ଶାହାରୁଖ ତାଙ୍କର ଚାର୍ମ ମ୍ୟାଜିକ ଦେଖାଉ ଥିବାର ନଜର ଆସିବେ । ବିଟିର ରିପୋର୍ଟ ଅନୁସାରେ ଶାହାରୁଖ କହୁଛନ୍ତି ଏଭଳି ଭିଡ଼ିଓ ସୁଟ କରିବା ଖୁବ ମଜାଦାର । ତେବେ ଏହାକୁ ଅଧିକାଂଶ ଲୋକ ଦେଖିବେ ବୋଲି ଶାହାରୁଖ ଆଶା ରଖିଛନ୍ତି ।

 

ଈଶା ତଲୱାର ଫିଲ୍ମ ଆର୍ଟିକଲ ୧୫ ପ୍ରିମିୟର ସୁଯୋଗରେ ଭେଟିଥିଲେ । ଏହା ତାଙ୍କ ପାଇଁ ଏକ ଫ୍ୟାନ ମୋମେଂଟ ଥିଲା ଏବଂ ଏହାକୁ ସେ ଇଂଷ୍ଟାଗ୍ରାମରେ ଶେୟାର କରିଥିଲେ । ଫଟୋରେ ଈଶା ଶାହାରୁଖଙ୍କୁ ଖୁବ ଧ୍ୟାନର ସହିତ ଦେଖୁଥିବାର ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More