Only for Entertainment

Badla Unplugged ep 2: କିଙ୍ଗ ଖାନ ଏବଂ ବିଗ ବି ଦୁହେଁ ଦୁହିଁଙ୍କୁ ଦେଲେ ଏଭଳି ଉପହାର !

33

ବହୁ ପ୍ରତିକ୍ଷୀତ ‘ବଦଲା’ ବଲିଉଡ ମେଗାଷ୍ଟାର ଶାହାରୁଖ ଖାନ ଏବଂ ଅମିତାଭ ବଚ୍ଚନ ଅଭିନୀତ ଅନପ୍ଲଗଡ଼ର ଦ୍ୱିତୀୟ ଏପିସୋଡ ଆଜି ରିଲିଜ ହୋଇଛି । ପ୍ରଥମ ଏପିସୋଡରେ ଦୁଇ ଆକ୍ଟରଙ୍କ ଶୃଙ୍ଖଳା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ଏହି ଏପିସୋଡରେ ଦୁଇ କଳାକାର ଦୁହିଁଙ୍କ ପର୍ସନାଲ ଲାଇଫ ଏବଂ ବଲିଉଡ କ୍ୟାରିଅର ବିଷୟରେ କଥା ହେଉଥିବାର ନଜର ଆସିଛନ୍ତି । ଏସିସୋଡ୨ରେ ଶାହରୁଖ ବିଗବିଙ୍କ ପାଇଁ ଏକ ଇମୋସନାଲ ଭିଡିଓ ଶେୟାର କରିଛନ୍ତି । ଏହାପରେ ଦୁଇ କଳାକାର ବିଗ ବିଙ୍କ ସୋସିଆଲ ମିଡିଆ ବିଷୟରେ କଥା ହୋଇଛନ୍ତି ।

ଏହି ଭିଡିଓର ଶେଷରେ ତାପସୀ ପନ୍ନୁ ନଜର ଆସିଛନ୍ତି , ଯେଉଁଠି ଶାହରୁଖ ତାଙ୍କୁ ଏହି ଭିଡିଓ ଶେଷ କରିବା ପାଇଁ ଲୋକଙ୍କୁ ଫିଲ୍ମ ବିଷୟରେ କହିବା ପାଇଁ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ତାପସୀ ପନ୍ନୁ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ବଦଲା ୮ମାର୍ଚ୍ଚରେ ରିଲିଜ ହେବ । ଫିଲ୍ମରେ ଶାହରୁଖ ଖାନ ପ୍ରଡକ୍ସନ ହାଉସ ରେଡ ଚିଲିଜ ଏଂଟରଟେନମେଂଟ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ଅମିତାଭ ବଚ୍ଚନ ଏବଂ ତାପସୀ ଏହି ଫିଲ୍ମରେ ଦ୍ୱିତୀୟ ଥର ଏକାସହ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More