Only for Entertainment

ଶାହାରୁଖ ଖାନଙ୍କ ଖୁଲାସା,ଏହି କାରଣ ପାଇଁ ପୁଅକୁ ସାଙ୍ଗରେ ନେଇ ଭୋଟ ଦେବାକୁ ଯାଇଥିଲେ ।

bollywood tadka
27

ଲୋକସଭା ନିର୍ବାଚନ ୨୦୧୯ରେ ଚତୁର୍ଥ ପର୍ଯ୍ୟାୟ ପାଇଁ ୯ଟି ରାଜ୍ୟରେ ୭୨ଟି ସିଟରେ ମତଦାନ ହୋଇଛି । ସୋମବାରକୁ ସାକ୍ଷାରଣ ଲୋକଙ୍କ ଭଳି ବଲିଉଡ ଷ୍ଟାର ମାନେ ମଧ୍ୟ ଭୋଟ ଦେବା ପାଇଁ ଯାଇଥିଲେ । ଏହି ମଧ୍ୟରେ ଶାହାରୁଖ ଖାନ ମଧ୍ୟ ପତ୍ନୀ ଗୌରୀ ଖାନ ଏବଂ ପୁଅ ଅବରାମ ସହିତ ଭୋଟ ଦେବାକୁ ଯାଇଥିଲେ । ତେବେ ଏହି ସମୟର ଏକ ଫଟୋ ଶାହାରୁଖ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

କାହିଁକି ପୁଅ ଅମରାମକୁ ସାଙ୍ଗରେ ନେଇ ଭୋଟ ଦେବାକୁ ଯାଇଥିଲେ ଏହାର ଖୁଲାସା କରିଛନ୍ତି ଶାହାରୁଖ । କାରଣ ହେଉଛି ଶାହାରୁଖ ଖାନ ଏବଂ ଗୌରୀ ପୁଅ ଅମରାମକୁ ଭୋଟ ଦେବାର ପ୍ରକ୍ରିୟା ବୁଝାଇବାକୁ ଚାହୁଁଥିଲେ । ବାସ୍ତବରେ ଅବରାମଙ୍କୁ ବୋଟିଂ ଏବଂ ଭୋଟିଂ ମଧ୍ୟରେ କିଛି ଦ୍ୱନ୍ଦ ଥିଲା । ତେଣୁ ତାଙ୍କୁ ସାଙ୍ଗରେ ନେବାର କାରଣ ଥିଲା ସେ ଯେପରି ଏହାକୁ ବୁଝିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More