Only for Entertainment

ଏହି ୟୁନିଭର୍ସିଟିରୁ ଡକ୍ଟରେଟ ପାଇଲେ ଶାହାରୁଖ ।

bollywood tadka
26

ବଲିଉଡରେ କିଙ୍ଗ ଖାନ ନାମରେ ଜଣାଶୁଣା ଶାହାରୁଖ ଖାନ ଏବେ ଡା: ଖାନ ନାମରେ ପରିଚିତ ହେଲେ । ଶାହାରୁଖଙ୍କୁ ଦ ୟୁନିଭର୍ସିଟି ଅଫ ଲଣ୍ଡନରୁ ଡକ୍ଟରେଟ ଉପାଧି ମିଳିଛି । ଗୁରୁବାରକୁ ୩୫୦ ଛାତ୍ରଙ୍କ ମଧ୍ୟରେ ଏହି ଉପାଧି ପ୍ରାପ୍ତ ହୋଇଛି । ଡିଗ୍ରୀ ନେବା ସମୟର ଫଟୋ ଶାହାରୁଖ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହା ସହିତ ୟୁନିଭର୍ସିଟିକୁ ଧନ୍ୟବାଦ ଜଣାଇଛନ୍ତି ।

ଶାହାରୁଖଙ୍କ ଫ୍ୟାନ୍ସ ଶାହାରୁଖଙ୍କ ଏହି ଉପାଧି ପାଇଁ ବେଶ ଖୁସି ଅଛନ୍ତି । ସମସ୍ତେ ତାଙ୍କୁ ଶୁଭକାମନା ଜଣାଉଛନ୍ତି । ତେବେ କହିରଖୁଛୁଯେ ଶାହାରୁଖ ଫିଲାଂଥ୍ରୋପିରେ ଡକ୍ଟରେଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ୟୁନିଭର୍ସିଟି ଅଫ ଏଡିନବର୍ଗରୁ ଡକ୍ଟରେଟ ଉପାଧି ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More