Only for Entertainment

ବିକିନି ପିନ୍ଧି ଫଟୋ ଶେୟାର କଲେ ଶମା ସିକନ୍ଦର, ୟୁଜର୍ସ କହିଲେ ତୁମକୁ……. ।

bollywood tadka
66

ଅଭିନେତ୍ରୀ ଶମା ସିକନ୍ଦର ଅଧିକାଂଶ ସମୟରେ ନିଜ ହଟ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଶମା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଫଟୋ ଶେୟାର କରିଛନ୍ତି । ଶମା ଗ୍ରୀନ ରଙ୍ଗର ବିକିନିରେ ନଜର ଆସିଛନ୍ତି । ଏହି ଫଟୋ ସହିତ ସେ କ୍ୟାପ୍ସନରେ ସେ ଶରୀରକୁ ଧନ୍ୟବାଦ ଦେଇଛନ୍ତି ଯିଏ ଆମ ପାଇଁ ବହୁତ କାମ କରୁଛି ।

କହିରଖୁଛୁଯେ ୩୮ ବର୍ଷୀୟା ଶମା ଟିଭି ସିରିଅଲ ‘ ୟେ ହେ ଲାଇଫ’ରେ ନଜର ଆସି ସାରିଛନ୍ତି । ଏହି ସିରିଅଲରେ ସେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଇଂଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଫଟୋରେ ଶମା ଅତ୍ୟଧିକ ବୋଲ୍ଡ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More