Only for Entertainment

ଶନିଙ୍କ କୃପା ଚାହୁଁଥିଲେ ଶନିବାରକୁ ପଢନ୍ତୁ ଏହି ୫ଟି ମନ୍ତ୍ର

141

ଶନିଦେବ ଏକମାତ୍ର ଏଭଳି ଜଣେ ଦେବତା ଯାହାଙ୍କୁ ପ୍ରାୟ ଅଧିକାଂଶ ଭୟ କରନ୍ତି । କେହି କେହି ଅନ୍ୟ କୌଣସି ଦେବାଦେବୀଙ୍କୁ ପୂଜା କରନ୍ତୁ ନା ନାହିଁ କିନ୍ତୁ ଶନିଦେବଙ୍କ ପୂଜା ନିହାତି କରନ୍ତି ଏବଂ ଶନିବାରକୁ ଆମିଷ ଭକ୍ଷଣ ଛାଡ଼ି ଦିଅନ୍ତି । ଏହିଭଳି କ୍ଷେତ୍ରରେ ଆମେ ଆପଣଙ୍କୁ ୫ଟି ମନ୍ତ୍ର କହିବୁ, ଯାହାକୁ ଜପ କଲେ ଶନିଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ବଜାୟ ରହିବ ।

୧. ଓମ୍ ପ୍ରାଁ ପ୍ରୀଂ ସଃ ଶନୈଶ୍ଚରାୟ ନମଃ
୨. ଶନ୍ନୋ ଦେବୀତି ମନ୍ତ୍ରସ୍ୟ ସିନ୍ଧୁଦ୍ୱୀପ ଋଷିଃ ଗାୟତ୍ରୀ ଛନ୍ଦଃ, ଆପୋ ଦେବତା, ଶନି ପ୍ରିତ୍ୟର୍ଥେ ଜପେ ବିନିୟୋଗ
୩. ଓମ୍ କୃଷ୍ଣାଂଗାୟ ବିଦମହେ ରବିପୂତ୍ରାୟ ଧିମହୀ ତନଃ ସୌରୀ ପ୍ରଚୋଦୟାତ୍
୪. ଓଁ ପ୍ରାଁ ପ୍ରୀଂ ପ୍ରୋଂ ସଃ ଭୁର୍ଭୂବଃ ସ୍ୱଃ ଔମ ଶନ୍ନୋ ଦେବୀରଭିଷ୍ଟୟ ଆପୋ ଭବନ୍ତୁ ପୀତୟେ ଶଂଯ୍ୟୋଭିସ୍ତ୍ରବନ୍ତୁ ନଃ ଔମ ସ୍ୱଃ ଭୁବଃ ଭୁଃ ପ୍ରୋଂ ପ୍ରୀଂ ପ୍ରାଁ ଓମ୍ ଶନିଶ୍ଚରାୟ ନମଃ
୫. ଓମ୍ ପ୍ରାଁ ପ୍ରୀଂ ସଃ ଶନୈଶ୍ଚରାୟ ନମଃ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More