Only for Entertainment

ନ୍ୟୁୟର୍କ ଭାରତୀୟ ଫିଲ୍ମ ମହୋତ୍ସବରେ ଏହି କଳାକାରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳୀ ।

dissdass
0 58

ଆମେରିକାର ନ୍ୟୁୟର୍କରେ ଆସନ୍ତା ମାସରେ ହେବାକୁ ଯାଉଥିବା ନ୍ୟୁୟର୍କ ଭାରତୀୟ ଫିଲ୍ମ ମହୋତ୍ସବରେ ମହିଳାମାନଙ୍କୁ ସମ୍ବନ୍ଧିତ ମୁଦ୍ଦା, ସମଲିଙ୍ଗୀ ଅଧିକାରୀ, ଆତଙ୍କବାଦ ଏବଂ ଯୁବାଙ୍କ ଭଳି ବିଭିନ୍ନ ବିଷୟ ସମ୍ବନ୍ଧିତ ୭୦ରୁ ଉଦ୍ଧ୍ୱର୍ ଫିଲ୍ମ ଏବଂ ଡକ୍ୟୁମେଂଟାରି ଦେଖାଯିବ । ଏହାର ମୁଖ୍ୟ କାରଣ ହେଉଛି ଭାରତୀୟ ଉପମହାଦ୍ୱୀପରେ କଳାକାର ଏବଂ ଫିଲ୍ମକାର ମାନଙ୍କୁ ଦର୍ଶକଙ୍କ ସହ ଯୋଡିବା ।

18th-Annual-New-York-Indian-Film-Festival-from-May-7-to-12-e1522427448616

ଏହି ମହୋତ୍ସବ ଆସନ୍ତା ମାସ ୭ତାରିଖରେ ଆୟୋଜିତ ହେବାକୁ ଯାଉଛି । ଏହାର ସମାପ୍ତି ୧୨ମେ ରେ ହେବ । ଏହାମଧ୍ୟରେ ୧୧ଟି ଭାଷାର ୭୮ଟି ଫିଲ୍ମ, ଡଳ୍ୟୁମେଂଟାରୀ ଏବଂ ଲଘୁ ଫିଲ୍ମ ପରିବେଷଣ କରାଯିବ । ଏହି ଫିଲ୍ମ ଗୁଡିକ ହିନ୍ଦୀ, ଇଂରାଜୀ, ମଲୟାଲାମ, ତେଲୁଗୁ, ତାମିଲ, ମରାଠୀ, କନ୍ନଡ,କୋଙ୍କଣୀ, ବଙ୍ଗାଳି ଏବଂ ଆସାମୀ ଭାଷାରେ ପରିବେଷଣ କରାଯିବ ।

Shashi-Kapoor-Sridevi-AV

ଏହି ଫିଲ୍ମ ମହୋତ୍ସବ ଆରମ୍ଭ ମରାଠୀ ଫିଲ୍ମ ‘ନ୍ୟୁଡ’ ରୁ ଆରମ୍ଭ ହୋଇ ଏବଂ ସମାପ୍ତି ‘ଓମେତ୍ରା’ରେ ହେବ । ଏହି ମହୋତ୍ସବରେ ପ୍ରସିଦ୍ଧ ଅଭିନେତା ଶଶି କପୁର ଏବଂ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More