Only for Entertainment

ବିଗବସ ଘରେ ଥାଇ ମଧ୍ୟ ବାହାରେ ହଙ୍ଗାମା ମଚାଇଛନ୍ତି ଶହନାଜ ଗିଲ, ଖୁବ ଭାଇରାଲ ହେଉଛି ଭିଡିଓ !

26

ବିଗବସ୧୩ର ନୂଆ ସିଜନରେ ଆସିଥିବା ପଂଜାବର କ୍ୟାଟରୀନା କୈଫ ଅର୍ଥାତ ଶହନାଜ ଗିଲ ବିଗବସ ଗୃହ ସହ ସୋସିଆଲ ମିଡିଆରେ ମଧ୍ୟ ଚହଳ ପକାଇଛନ୍ତି । ଅସଲରେ ବିଗ ବସ ଘରେ ଥାଇ ମଧ୍ୟ ଶେହନାଜ ଗିଲଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶହନାଜ ମସ୍ତ ଡାନ୍ସ କରୁଥିବା ନଜର ଆସିଛନ୍ତି । ସେହିଭଳି ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଶହନାଜ ଗିଲ ପଂଜାବୀ ମ୍ୟୁଜିକ ଏବଂ ପଂଜାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ ପପୁଲାର ଅଟନ୍ତି ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଶହନାଜ ପଂଜାବୀ ଗୀତରେ ଠୁମକା ଲଗାଉଛନ୍ତି । ପପୁଲାର ହେବା ପରେ ଶହନାଜଙ୍କର ଇନଷ୍ଟାଗ୍ରାମରେ ଖୁବ ଫଲୋର୍ସ ବଢି ଯାଇଛି ।

 

View this post on Instagram

 

@i_sumit_kumar #yeah baby💃💃💃💃

A post shared by Shehnaaz Shine (@shehnaazgill) on

 

View this post on Instagram

 

My song Veham Crossed 20 Million views …. Online promotions @goldmediaa

A post shared by Shehnaaz Shine (@shehnaazgill) on

ସେହିଭଳି ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଶହନାଜ ଗିଲ ବିଗବସ ଘରକୁ ଯିବା ପୂର୍ବରୁ ନିଜର ଏକ ପଂଜାବୀ ଗୀତ ସୁଟ କରି ଆସିଥିଲେ । ଗୀତ ରିଲିଜ ହେବା ପରେ ଏହା ସୁପରହିଟ ହେବାସହ ଟ୍ରେଣ୍ଡିଂରେ ମଧ୍ୟ ରହିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More