Only for Entertainment

ଇଭେଣ୍ଟରେ ଫରହାନଙ୍କ ଏକ୍ସ ୱାଇଫ ଏବଂ ଗର୍ଲଫ୍ରେଣ୍ଡଙ୍କ ଆମ୍ନା-ସାମ୍ନା, ପରସ୍ପରକୁ ଦେଖି କଲେ ଇଗ୍ନୋର

bollywood tadka
24

ବଲିଉଡ ଅଭିନେତା ଫରହାନ ଅଖତର ଏବେ ଶିବାନୀ ଦାଣ୍ଡକରଙ୍କ ସହିତ ଲଭ ଅଫେୟାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଦୁହେଁ ସୋସିଆଲ ମିଡିଆରେ ନିଜର ଭଲପାଇବାକୁ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ନିକଟରେ ଶିବାନୀଙ୍କୁ ଫରହାନ ଅଖତରଙ୍କ ଏକ୍ସ ୱାଇଫ ଅଧୁନାଙ୍କ ସହିତ ସ୍ପଟ କରାଯାଇଥିଲା ।

shibani-adhuna-c_l

ଅସଲରେ ଶିବାନୀ ଏବଂ ଅଧୁନାଙ୍କୁ ଏକ ଇଭେଣ୍ଟରେ ସ୍ପଟ କରାଯାଇଥିଲା । ଲ୍ୟାଟେଷ୍ଟ ଫଟୋରେ ଦୁହେଁ ଖୁବ ଖୁସି ନଜର ଥିବା ଦେଖିବାକୁ ମିଳିଛି । କିନ୍ତୁ ଦୁହେଁ ଏକାଠି କୌଣସି ଫଟୋରେ ଦେଖିବାକୁ ମିଳିନାହିଁ । କିଛି ଫଟୋରେ ଦୁହେଁ ଏକାଠି ନଜର ଆସିଥିଲେ ମଧ୍ୟ ପରସ୍ପରକୁ ଇଗ୍ନୋର କରୁଥିବା ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଜଣା ପଡୁଛି ଯେ, ଦୁହିଁଙ୍କ ମଧ୍ୟରେ ଅନେକ ମନୋମାଳିନ୍ୟ ରହିଛି ।

କହିରଖୁଛୁ ଯେ, ଫରହାନ ଗତ ବର୍ଷ ୧୫ ଜାନୁଆରୀରେ ନିଜର ୧୫ ବର୍ଷ ପୁରୁଣା ସମ୍ପର୍କକୁ ଶେଷ କରିଦେଇଥିଲେ । ସେହିପରି ଏବେ ଖବର ଶୁଣିବାକୁ ମିଳୁଛି ଯେ, ସେ ଶିବାନୀଘଙ୍କୁ ଖୁବ ଶୀଘ୍ର ବିବାହ କରିପାରନ୍ତି । ଆଶା କରାଯାଉଛି ଯେ ଚଳିତବର୍ଷ ଶେଷ ଆଡକୁ ଦୁହେଁ ବିବାହ କରିନେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More