Only for Entertainment

ସଂସ୍କାରୀ ବିୟାନ: ଆଈଙ୍କ ଗୋଡ଼ ଚିପିବାକୁ ନେଇ ଶିଳ୍ପା ସେଟ୍ଟୀଙ୍କ ପୁଅଙ୍କୁ କରାଯାଉଛି ପ୍ରଶଂସା ।

aajtak
37

ବଲିଉଡ ସେଲିବ୍ରେଟୀଙ୍କ ପିଲାମାନେ ଫିଲ୍ମକୁ ଆସିବା ପୂର୍ବରୁ ଷ୍ଟାର ହୋଇଯାଆନ୍ତି । ସେମାନଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏବେ ନିକଟରେ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ବିୟାନଙ୍କ ନିକଟରେ । ଯେଉଁଥିରେ ଶିଳ୍ପାଙ୍କ ପୁଅ ବିୟାନ ତାଙ୍କ ଆଈଙ୍କ ସହିତ ନଜର ଆସିଛନ୍ତି ।

ବାସ୍ତବରେ ବିୟାନ ତାଙ୍କ ଆଈଙ୍କ ପାଦ ଚିପୁଥିବାର ନଜର ଆସିଛନ୍ତି । ତେବେ ଏଭଳି ଦୃଶ୍ୟ ଦେଖି ସୋସିଆଲ ମିଡିଆରେ ବିୟାନଙ୍କୁ ଖୁବ ପ୍ରଶଂସା କରାଯାଉଛି । କହିରଖୁଛୁଯେ ଗତ ରାମନବମୀ ଉପଲକ୍ଷେ ଶିଳ୍ପା ସେଟ୍ଟୀ ମା ସମୂଦ୍ରା ସେଟ୍ଟୀ, ପୁଅ ବିୟାନ, ସ୍ୱାମୀ ରାଜ କୁନ୍ଦ୍ରା ଏବଂ ଭଉଣୀ ସମୀତା ସେଟ୍ଟୀଙ୍କ ସହିତ ମୁମ୍ବାଇର ଇସ୍କନ ମନ୍ଦିରକୁ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More