Only for Entertainment

ସ୍ୱାମୀଙ୍କ ସହ ଲାମ୍ବୋରଗୀନୀ ଗୀତରେ ଧୁମ ନାଚିଲେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !

33

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ହଟ ଏବଂ ଗ୍ଲାମରସଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ନିଜର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । ନିକଟରେ ଶିଳ୍ପାଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଶୁଣିବାକୁ ମିଳିଛି ଯେ ଦୁହେଁ ଫ୍ୟାମିଲି ୱେଡିଂରେ ଆଟେଂଡ କରିଥିଲେ, ଯେଉଁଠାରେ ଦୁହେଁ ଖୁବ ମସ୍ତି କରୁଥିବାର ନଜର ଆସିିଥିଲେ । ଶିଳ୍ପା ଏହି ଭିଡିଓକୁ ଦି ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବିବାହ ପରେ ଶିଳ୍ପା ଫିଲ୍ମରୁ ଦୂରେଇ ଯାଇଛନ୍ତି ସିନା ମାତ୍ର ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ଫଲୋର୍ସରେ ଅନେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More