Only for Entertainment

ଭାଇରାଲ ହେଉଛି ଅମ୍ବାନୀ ପରିବାରର ପୁଅ ବୋହୂଙ୍କର ରୋମାଂଟିକ ଭିଡ଼ିଓ

72

ଗତବର୍ଷର ଚର୍ଚ୍ଚିତ ବିବାହ ଗୁଡ଼ିକ ମଧ୍ୟରୁ ଅମ୍ବାନୀ ପରିବାରର ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଥିଲା ଖୁବ ଚର୍ଚ୍ଚାରେ । ବଲିଉଡର ପ୍ରାୟତଃ ସେଲିବ୍ରେଟୀଙ୍କୁ ବିବାହରେ ଦେଖିବାକୁ ମିଳିଥିଲା । ବିବାହର ସାଜସଜ୍ଜା ଠାରୁ ଆରମ୍ଭ କରି ବେଶ ପୋଷାକ ପର୍ଯ୍ୟନ୍ତ ଭାଇରାଲ ହୋଇଥିଲା ସମସ୍ତ ଭିଡ଼ିଓ । ନିକଟରେ ପୁଣିଥରେ ଏକ ଭିଡ଼ିଓ ଭାଇରାଲ ହେଉଛି ।

 

 

ଭିଡିଓଟି ବିବାହ ପାର୍ଟିର । ସେଥିରେ ଆକାଶ ଶ୍ଳୋକାଙ୍କୁ ଏକ ନିଆରା ଅନ୍ଦାଜରେ ଧରି ପୂରା ବଲିଉଡ୍‌ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି।ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଶ୍ଳୋକାଙ୍କ ଜନ୍ମଦିନରେ ତାଙ୍କୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେବା ପାଇଁ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟ ଏକତ୍ର ହୋଇଥିଲେ। ସେମାନେ ଶ୍ଳୋକାଙ୍କୁ ଅନେକ ସ୍ନେହ ଦେବା ସହ ତାଙ୍କ ଜନ୍ମଦିନ ସେଲିବ୍ରେସନ୍‌ର ଏକ ବଡ଼ କାରଣ ବୋଲି କହି ତାଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More