Only for Entertainment

ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ରାଜ ଖୋଲିଲେ ରାଣୀ, କହିଲେ ଝିଅକୁ ଦୂରେଇ ରଖିବାକୁ ଚାହେଁ ।

amarujala
0 43

ବଲିଉଡ ତାରକାଙ୍କର ପିଲାଙ୍କ ଉପରେ ସବୁବେଳେ କ୍ୟାମେରାର ନଜର ରହିଥାଏ । ଷ୍ଟାର କିଡ଼ସ ଯେଉଁଠାରେ ନଜର ଆସନ୍ତି କ୍ୟାମେରା ତାଙ୍କ ପିଛା କରିଥାଏ । ଅଧିକାଂଶ ବଲିଉଡ ତାରକ ଏହାକୁ ପସନ୍ଦ କରନ୍ତି ନାହିଁ ତେଣୁ ସେମାନେ ତାଙ୍କ ପିଲାଙ୍କୁ କ୍ୟାମେରାଠାରୁ ଦୂରେଇ ରଖିଥାନ୍ତି । ରାଣୀ ମୁଖାର୍ଜୀ ମଧ୍ୟ ଏହିଭଳି କିଛି ଚାହାଁନ୍ତି । ଆସନ୍ତୁ ଜାଣିବା ।

ମିଡିଆରେ ସବୁବେଳେ ଷ୍ଟାର କିଡ଼ସଙ୍କ ବିଷୟରେ ଆଲୋଚନା କରାଯାଏ । ରାଣୀ ନିଷ୍ପତ୍ତି ନେଇଛନ୍ତିଯେ ସେ ଆଦିରାଙ୍କୁ କ୍ୟାମେରା ସାମ୍ନାକୁ ଆଣିବେ ନାହିଁ । ଏକ ଇଂଟରଭ୍ୟୁରେ ରାଣୀ କହିଛନ୍ତିଯେ ସେ ଚାହୁଁନାହାଁନ୍ତି ଯେ ଆଦିରା ଏହି ସଂସ୍କୃତିର ଶୀକାର ହୁଅନ୍ତୁ ।

ରାଣୀଙ୍କ କହିବା ଅନୁସାରେ ଆଦିରାଙ୍କୁ ସେ ସାଧାରଣ ଭାବେ ବଂଚିବାକୁ ଦେବାକୁ ଚାହାଁନ୍ତି । ସେ ଚାହାଁନ୍ତି ଯେ ବିଦ୍ୟାଳୟରେ ଆଦିରାଙ୍କୁ ଅନ୍ୟ ପିଲାଙ୍କ ଭଳି ବ୍ୟବହାର କରାଯାଉ । ଆଦିରାଙ୍କର ବାରମ୍ବାର ଫଟୋ ଉଠାଯାଉ ସେ ଏହା ଆଦୌ ପସନ୍ଦ କରନ୍ତି ନାହିଁ ।

ଖୁବ ଶୀଘ୍ର ରାଣୀ ଫିଲ୍ମ ହିଚକୀରେ ନଜର ଆସିବେ । ଯେଉଁଥିରେ ସେ ଏକ ଶିକ୍ଷୟତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ୨୩ ମାର୍ଚ୍ଚକୁ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More