Only for Entertainment

ଆପଣ ଧୁମ୍ରପାନର ଆଶକ୍ତ କି? ତେବେ ହୋଇଯାଆନ୍ତୁ ସାବଧାନ ଏବଂ ଦେଖନ୍ତୁ ଏହି ଭିଡିଓ !

healthline
0 80

ଯେଉଁମାନେ ଧୁମ୍ରପାନ ଭଳି ଖରାପ ଅଭ୍ୟାସକୁ ଆଦରି ନେଇଛନ୍ତି ଏବଂ ଚାହିଁଲେ ମଧ୍ୟ ଛାଡି ପାରୁନାହାନ୍ତି । ମାତ୍ର ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ସିଗାରେଟ ଠାରୁ ନିଜକୁ ଦୂରେଇ ନେବେ । ଭିଡିଓରେ ସିଗାରେଟ ଟାଣିବା ପରେ ଲଙ୍ଗସର ପରିସ୍ଥିତ ସମ୍ବନ୍ଧରେ କୁହାଯାଇଛି । ଏହି ଭିଡିଓକୁ ଦେଖିଲେ ଧୁମ୍ରପାନ ଆଶକ୍ତ ଥିବା ବ୍ୟକ୍ତି ନିଜର ଏହି କୁଅଭ୍ୟାସକୁ ଛାଡିପାରେ ।

ଏହି ଭିଡିଓରେ ଏକ ସୁସ୍ଥ ଏବଂ ଏକ ଅସୁସ୍ଥ ଲଙ୍ଗସ ସମ୍ପର୍କରେ କୁହାଯାଇଛି । ଭିଡିଓଟି ୪୨ଲକ୍ଷରୁ ଉଦ୍ଧ୍ୱର୍ଥର ଦେଖାଯାଇସାରିଲାଣି । ବିଶ୍ୱ ହେଲ୍ଥ ଅର୍ଗନାଇଜେସନ ମୁତାବକ, ତମ୍ବାକୁ ପାଇଁ ପ୍ରତି ବର୍ଷ ୭୦ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏହି କାରଣରୁ ୩୧ମାର୍ଚ୍ଚରେ ବିଶ୍ୱ ଟବାକୋ ଦିବସ ପାଳନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More