Only for Entertainment

ରିଲିଜ ହେଲା ସର୍ଟ ଓଡ଼ିଆ ଫିଲ୍ମ ‘ପ୍ରତ୍ୟାଶା’

kanaklifestyle
34

ୟୁଟ୍ୟୁବରେ ରିଲିଜ ହୋଇଛି ଓଡ଼ିଆ ସର୍ଟ ଫିଲ୍ମ ପ୍ରତ୍ୟାଶା । ଏକ ନିଆରା ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ । ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ପ୍ରଣବ ଏବଂ ମନୀଷା । ନିକଟ ଅତୀତରେ ରିଲିଜ ହୋଇଥିଲା ଏହି ଫିଲ୍ମର ଟିଜର ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

ଫିଲ୍ମରେ ସ୍କ୍ରିନ ପ୍ଲେ ଏବଂ ଡାଏଲଗ ଦାୟୀତ୍ୱ ସମ୍ଭାଳିଛନ୍ତି ପ୍ରଣବ ଏବଂ ରାମକୃଷ୍ଣ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜେ.କେ.ଆର । ତେବେ ଫିଲ୍ମ ଆଜି ନଭେମ୍ବର ୨ରେ ୟୁଟ୍ୟୁବରେ ରିଲିଜ ହୋଇଛି । ଯଦିଓ ଫିଲ୍ମର ଟିଜର ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା ତଥାପି ସଂପୂର୍ଣ୍ଣ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବା ପରେ ଜଣା ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More