Only for Entertainment

ଜନ୍ମଦଦିନରେ ଫ୍ୟାନ୍ସଙ୍କ ଠାରୁ ଶ୍ରଦ୍ଧାଙ୍କୁ ମିଳିଲା ଏହି ସରପ୍ରାଇଜ ।

bollywood tadka
19

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଗତକାଲି ତାଙ୍କର ୩୧ ତମ ଜନ୍ମଦିନ ପାଳନକରିଛନ୍ତି । ଏହି ସୁଯୋଗରେ ତାଙ୍କ ଫ୍ୟାନ ତାଙ୍କୁ ଏକ ସରପ୍ରାଇଜ ଦେଇଛନ୍ତି । ବାସ୍ତବରେ ରବିବାର ସଂଧ୍ୟାରେ ସେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହେଲେ । ଏହି ସମୟରେ ତାଙ୍କର ଏକ ଫ୍ୟାନ କେକ ନେଇ ପହଂଚିଲା ।

ଫ୍ୟାନଙ୍କଏହି ଭଲପାଇବା ଦେଖିଖୁବ ଖୁସି ହୋଇଗଲେ ଶ୍ରଦ୍ଧା । ସେ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇ କେକ କାଟି ଜନ୍ମଦିନ ସେଲିବ୍ରେଟ କଲେ । ଏୟାରପୋର୍ଟରେ କାଜୁଆଲ ଲୁକରେ ନଜର ଆସିଥିଲେ ।

କହିରଖୁଛୁଯେ ଶ୍ରଦ୍ଧା ଫିଲ୍ମ ଛିଛୋରେ ସେଟରେ ମଧ୍ୟ ଜନ୍ମଦିନ ପାଳନ କଲେ । ଏହି ସମୟର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଶ୍ରଦ୍ଧା ଏବେ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More