Only for Entertainment

ମହିଳା ଗ୍ୟାଙ୍ଗଙ୍କ ସହ ଏପରି ଅନ୍ଦାଜରେ ମାଠିଆ ଭାଙ୍ଗିବାକୁ ପହଂଚିଲେ ଏହି ଅଭିନେତ୍ରୀ, ଭିଡିଓ ହେଲା ଭାଇରାଲ !

khabar ndtv
0 50

ଶ୍ରଦ୍ଧା କପୁର ନିଜର ଆଗାମୀ ଫିଲ୍ମ ‘ବତି ଗୁଳ ମିଟର ଚାଲୁ’ ସୁଟିଂର ଏକ ସିଡ୍ୟୁଲ ଶେଷ କରିଛନ୍ତି । ମାତ୍ର ମୁମ୍ବାଇରେ ସେ ଗର୍ଲ ଗ୍ୟାଙ୍ଗଙ୍କ ସହ ମାଠିଆ ଭାଙ୍ଗୁଥିବା ନଜର ଆସିଛନ୍ତି । ଶ୍ରଦ୍ଧା କପୁରଙ୍କ ଏହି ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ସୁଟ ପିନ୍ଧି ବିନ୍ଦାସ ଅନ୍ଦାଜରେ ନଜର ଆସିଛନ୍ତି ଏବଂ ନିଜ ଗର୍ଲ ଗ୍ୟାଙ୍ଗଙ୍କ କାନ୍ଧରେ ଚଢି ମାଠିଆ ଭାଙ୍ଗିବାକୁ ପ୍ରୟାସ କରିଛନ୍ତି ।

ଆପଣ ଆଗରୁ ହିରୋ ମାନଙ୍କୁ ମାଠିଆ ଭାଙ୍ଗୁଥିବାର ଦେଖୁଥିଲେ ମାତ୍ର ଏବେ ହିରୋଇନ ମାନେ ଏହା କରିବା ଆରମ୍ଭ କରିଦେଇଛନ୍ତି । ଏହି ସୁଟ ତାଙ୍କର ଆଗାମୀ ବିଜ୍ଞାପନର ଅଟେ, ଯେଉଁଥିରେ ସେ ଏପରି ନଜର ଆସିବେ ।
ଦେଖନ୍ତୁ ଭିଡିଓ –

#shraddhakapoor at an ad shoot ?. @nikki_yadav_official

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More