Only for Entertainment

ଏହି ଗାୟିକାଙ୍କୁ ଆଜିର ଲତା ମଙ୍ଗେସକର କହୁଛନ୍ତି ଲୋକ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ।

bollywood tadka
26

ବଲିଉଡ ସିଙ୍ଗର ଶ୍ରେୟା ଘୋଷାଲ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ତାଙ୍କ ମିଠା କଣ୍ଠରେ ଯେକୌଣସି ବ୍ୟକ୍ତିକୁ ମଧ୍ୟ ଦିୱାନା କରି ଦିଅନ୍ତି । ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି କେତେକ ସୁପରହିଟ ଗୀତ । ପ୍ରାୟ ୪ ବର୍ଷ ବୟସରେ ଶ୍ରେୟା ଗୀତ ପାଇଁ ପ୍ରଶିକ୍ଷଣ ନେଉଥିଲେ, ସେହି ଦିନଠାରୁ ସେ ପ୍ଲେ ବ୍ୟାକ ସିଙ୍ଗର ହେବାପାଇଁ ସ୍ୱପ୍ନ ଦେଖୁଥିଲେ । ୧୬ ବର୍ଷ ବୟସରେ ସେ ସିଙ୍ଗିଙ୍ଗ ରିଆଲିଟି ଶୋ ସାରେଗାମାପା ଆସିଥିଲେ । ସେ ଶୋ ଜିତିଲେ ଏବଂ ସେଠାରେ ସେ ସଂଜୟ ଲୀଲା ଭଂସାଲୀଙ୍କ ନଜରକୁ ମଧ୍ୟ ଆସିଲେ । ତାଙ୍କ ଟ୍ୟାଲେଂଟକୁ ଚିହ୍ନ ସଂଜୟ ଶ୍ରେୟାଙ୍କୁ ଫିଲ୍ମ ଦେବଦାସରେ ଗୀତ ଗାଇବାକୁ ଦେଇଥିଲେ । ଏଥିପାଇଁ ସେ ନେସନାଲ ଆୱାର୍ଡ଼ ମଧ୍ୟ ପାଇଥିଲେ ।

ଆଜି ଶ୍ରେୟାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଖାସ କଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More