Only for Entertainment

ବିଦ୍ୟାଳୟକୁ ନାମ ବଦଳାଇ କାହିଁକି ଯାଉଥିଲେ ଶୃତି ହାସନ?

www.deccanchronicle.com
37

ସାଉଥ ଆକ୍ଟର କମଲ ହାସନଙ୍କ ଝିଅ ଶୃତି ହାସନ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା । ବାପା କମଲ ହାସନଙ୍କ ଭଳି ସେ ମଧ୍ୟ ଖୁବ ଟ୍ୟାଲେଂଟେଡ । ସେ ବିିଭନ୍ନ ଭାଷାର ଫିଲ୍ମରେ କାମ କରିଛନ୍ତି । କେବଳ ସାଉଥରେ ସେ ଏକ ସୁପରହିଟ ହିରୋଇନ ନୁହଁନ୍ତି ବରଂ ବଲିଉଡରେ ମଧ୍ୟ କେତେକ ଫିଲ୍ମରେ କାମ କରି ସେ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଆଜି ଭଳି ଦିନରେ ଅର୍ଥାତ ୨୮ ଜାନୁୟାରୀ ୧୯୮୬ରେ ଶୃତି ଜନ୍ମ ହୋଇଥିଲେ ।

ଆକ୍ଟର ହେବା ସହିତ ଶୃତି ଶିଙ୍ଗର, ମଡେଲ ଏବଂ ମ୍ୟୁଜିକ କମ୍ପୋଜର ମଧ୍ୟ ।ମାତ୍ର ୬ ବର୍ଷ ବୟସରେ ଚାଚୀ ୪୨୦ରେ ସେ ପିତା କମଲ ହାସନଙ୍କ ସହିତ ଗୀତ ଗାଇଥିଲେ । ସେ ଜଣେ ରାଇଟିର ମଧ୍ୟ ।

ଖବର ଅନୁସାରେ ଶୃତି ସ୍କୁଲକୁ ନାମ ବଦଳାଇ ଯାଉଥିଲେ । କାରଣ ସେ ଚାହୁଁନଥିଲେଯେ ତାଙ୍କ ସାଙ୍ଗମାନେ ଜାଣନ୍ତୁ ସେ ସୁପରଷ୍ଟାର କମଲ ହାସନଙ୍କ ଝିଅ । ସ୍କୁଲରେ ସେ ତାଙ୍କ ନାମ ପୂଜା ରାମଚନ୍ଦ୍ରନ ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More