Only for Entertainment

ଶ୍ୱେତା ତିୱାରୀଙ୍କ ଝିଅ ଇଂଟରନେଟରେ ଶେୟାର କଲେ ବାଥରୁମ ଭିଡିଓ, ଏହି କାମ କରୁଥିବାର ଆସିଲେ ନଜର !

355

ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ନିକଟରେ ଏକ ନକରାତ୍ମକ ଖବରକୁ ନେଇ ଚର୍ଚ୍ଚାରେ ଆସିଥିଲେ । କିନ୍ତୁ ଏବେ ଯେଉଁ ଖବର ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି ତାହା ଭଲ ଖବର ଅଟେ । ଅସଲରେ ପଲକ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଆଇନା ସାମ୍ନାରେ ଛିଡା ହୋଇ ଭିଡିଓ ବନାଉଥିବାର ନଜର ଆସିଛନ୍ତି । ପଲକ ଏହି ଭିଡିଓକୁ ବାଥରୁମ ଭିତରେ ବନାଇଛନ୍ତି , ଯେଉଁକାରଣରୁ ଲୋକମାନେ ଏହି ଭିଡିଓକୁ ଖାସ ରୂପେ ପସନ୍ଦ କରୁଛନ୍ତି ।

 

View this post on Instagram

 

This pose is called hair ulta pulta ft my bathroom

A post shared by Palak Tiwari (@palaktiwarii) on

ତେବେ ଏଠାରେ ଆମେ କହି ରଖୁଛୁ ଯେ ପଲକ ଶ୍ୱେତା ତିୱାରୀଙ୍କ ଝିଅ । ଶ୍ୱେତା ଷ୍ଟାରପ୍ଲସରେ ଆଗରୁ ଆସିଥିବା କସୌଟି ଜିନ୍ଦେଗୀରେ ପ୍ରେରଣା ଭୂମିକାରେ ନଜର ଆସିଥିଲେ । ଯେଉଁକାରଣରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ସମସ୍ତେ ମନେ ରଖିଛନ୍ତି । ଏହି ସିରିଅଲରୁ ହିଁ ସେ ଚାରିଆଡେ ପରିଚିତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More