Only for Entertainment

ମୁକ୍ତିଲାଭ କଲା ସିଦ୍ଧାର୍ଥ ମ୍ୟୁଜିକର ମନଛୁଆଁ ରୋମାଂଟିକ୍ ଗୀତ ‘ସବୁ ତୋର’ ।

35

ମୁକ୍ତିଲାଭ କଲା ସିଦ୍ଧାର୍ଥ ମ୍ୟୁଜିକର ମନଛୁଆଁ ରୋମାଂଟିକ୍ ଗୀତ ‘ସବୁ ତୋର’ । ଗୀତଟି ସିଦ୍ଧାର୍ଥ ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି । ଏହି ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗରଙ୍କ ଆକର୍ଷଣୀୟ ଗାୟିକୀ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ ।

ଗୀତରେ ନାୟକ , ନାୟିକା ଭାବେ ବିକ୍ରମ୍ ଓ ଦୀପାଙ୍କୁ ଦେଖିବାକୁ ମିଳିଛି । ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର କୋରିଓଗ୍ରାଫି ସମେତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସନ୍ଦୀପ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More