Only for Entertainment

ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉପରେ ଏହି ସବୁ କୁପ୍ରଭାବ ପକାଇଥାଏ ଏସି !

Reliance Digital
48

ଏବେ ଯେଉଁଭଳି ଭାବେ ପ୍ରଚଣ୍ଡ ଖରା ଏବଂ ତାପମାତ୍ରାର ବୃଦ୍ଧି ହେଉଛି ତାହା ଫଳରେ ଫ୍ୟାନ୍ କିମ୍ବା କୁଲର ମଧ୍ୟ କାମ ଦେଇନାହିଁ । ଖରାରୁ ତ୍ରାହି ପାଇବା ପାଇଁ ଲୋକେ ଏୟାର କଣ୍ଡିସନର ବ୍ୟବହାର କରୁଛନ୍ତି । ଦିନ ତମାମ୍‍ ଅଫିସରେ ଏସି, ଘରେ ବି ଏସି ।  ଏସି ଗରମରୁ ମୁକ୍ତି ଦେଇଥିଲେ ମଧ୍ୟ ଏହା ଶରୀରକୁ ବଡ଼ କ୍ଷତି ପହଞ୍ଚାଇଥାଏ । ତେଣୁ ଯଥା ସମ୍ଭବ ଏସି ଠାରୁ ଦୂରେଇ ରହିବା ଦରକାର । ତେବେ ଆସନ୍ତୁ ଜାଣିବା ଏସି ଆମ ସ୍ୱାସ୍ଥ୍ୟ ଉପରେ କ’ଣ ସବୁ କୁପ୍ରଭାବ ପକାଇ ଥାଏ ।

ଏସି ଲାଗିଥିବା ଘରେ ଆମେ ଦୁଆର କବାଟ ସବୁ ବନ୍ଦ ରଖିଥାଉ । ଯାହାଫଳରେ ଘର ଭିତରକୁ ବାହାରର ସତେଜ ପବନ ପ୍ରବେଶ କରିପାରିନଥାଏ । ସତେଜ ପବନ ଅଭାବରୁ ଆମକୁ ଥକ୍କା ଲାଗିଥାଏ ।

ସେହିପରି ଏସି ର ଫିଲ୍ଟର ମଧ୍ୟ ଯଦି ସଫା ନଥାଏ ତେବେ ଏହା ଶ୍ୱାସ ଜନିତ ସମସ୍ୟ ସୃଷ୍ଟି କରିଥାଏ । ଅନେକ ସମୟରେ ଶୋଇବା ସମୟରେ ତାପମାତ୍ରା ଅତ୍ୟଧିକ ଥଣ୍ଡା ହୋଇଯାଇଥାଏ । ରାତି ଅଧରେ ବାରମ୍ବାର ନିଦ ମଧ୍ୟ ଭାଙ୍ଗିଥାଏ । ଏହି କାରଣରୁ, ରୁମର ତାପମାତ୍ରା ଅତ୍ୟଧିକ ଥଣ୍ଡା ରହିବା କାରଣରୁ ମୁଣ୍ଡ ବିନ୍ଧା, ପିଠି ବିନ୍ଧା ଆଦି ସମସ୍ୟା ଦେଖାଯାଇଥାଏ । ଏଥିସହ ଆଣ୍ଠୁଗଣ୍ଠି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଏସିରୁ ନିର୍ଗତ ହେଉଥିବା ପବନ ମଧ୍ୟ ଶରୀରର ତ୍ୱଚା ଏବଂ ସ୍କିନ୍‍କୁ ମଧ୍ୟ ପ୍ରଭାବିତ କରିଥାଏ । ପରେ ଏହା ତ୍ୱଚାଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଗରମରୁ ମୁକ୍ତି ପାଇଁ ଅଧିକ ସମୟ ଏସିରେ ରହିବା ଅନୁଚିତ । ଯଦି ଏସିବନ୍ଦ କରିବାରେ ଘରେ କିମ୍ବା ଅଫିସରେ ଅସୁବିଧା ହୁଏ ତେବେ ଏସିଠାରୁ ନିଜକୁ ଦୂରେଇ ରଖିବା ଦରକାର । ଘରେ ମଧ୍ୟ ଏସିର ତାପମାତ୍ରାକୁ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More