Only for Entertainment

ଏହି ବିଶିଷ୍ଟ ସମ୍ମାନରେ ସମ୍ମାନିିତ ହେବେ ମିହିର ଦାଶ ଏବଂ ସିଦ୍ଧାନ୍ତ ମହାପାତ୍ର

kanak lifestyle
98

ଆସନ୍ତା ବର୍ଷ ଫେବୃୟାରୀ ୮ ଓ ୯ ଦୁଇ ଦିନ ଧରି ଅୟୋଜିତ ହେବ ଓଡ଼ିଆ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ସମ୍ମାନ ଉତ୍ସବ ଶୋ ଟାଇମ । ଉଇନିଙ୍ଗ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପୁରୀ ବେଳାଭୂମିରେ ସିନେମାର ମହାନାୟକ ଓ କଳାକାର ମାନଙ୍କ ମହାମିଳନ ହେବ । ଏହି ବିଶିଷ୍ଟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଳାକାର ମିହିର ଦାଶଙ୍କୁ ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରାଯିବ । ଏହା ବ୍ୟବୀତ ଏକ ଖାସ କଥା ହେଉଛି ଦାର୍ଘ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା କଳାକାର ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ସିନେମା ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ ।

 

View this post on Instagram

 

ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଫେବୃଆରୀ ୮ ରେ ……

A post shared by ODIA FILM CRITICS (@odiafilmcritics) on

କେବଳ ସେତିକି ନୁହେଁ ଧାରାବାହିକ କଳାକାର ମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ । ସର୍ବମୋଟ ୬୦ଟି ପୁରସ୍କାର ବିତରଣ କରାଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟ କେତେକ କଳା ପ୍ରଦର୍ଶନକୁ ମଧ୍ୟ ସ୍ଥାନ ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More