Only for Entertainment

ପରିଣୀତି ଚୋପ୍ରାଙ୍କ ସହିତ ଡିନର ଡେଟରେ ସ୍ପଟ ହେଲେ ସିଦ୍ଧାର୍ଥ ମଲହୋତ୍ରା ।

bollywood tadka
32

ବଲିଉଡ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ସୋମବାର ରାତିରେ ସୋହୋ ହାଉସ ବାହାରେ ସ୍ପଟ ହୋଇଛନ୍ତି । ଏହି ଦୁଇଜଣ ଏଠାକୁ ଡିନର ପାଇଁ ଆସିଥିଲେ । ସେଠାରେ ସେ ମିଡିଆ ଦ୍ୱାରା ସ୍ପଟ ହୋଇଛନ୍ତି ।

ଏହି ସମୟରେ ପରିଣୀତି ଖୁବ ହଟ ଅନ୍ଦାଜରେ ନଜର ଆସିଛନ୍ତି । ବାହାରକୁ ଆସିବା ପରେ ଦୁଇଜଣ ହସି ହସି ମିଡିଆକୁ ପୋଜ ଦେଲେ । ୱର୍କଫ୍ରଂଟ କଥା ଆଲୋଚନା କରିବା ତ ଦୁଇଜଣ ଫିଲ୍ମ ଜବରିୟାଁ ଯୋଡ଼ିରେ ଏକା ସାଙ୍ଗରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଅପାରଶକ୍ତି ଖୁରାନା ଏବଂ ଜାଭେଦ ଜଫରି ମଧ୍ୟ ନଜର ଆସିବେ । ଫିଲ୍ମ ଏହି ବର୍ଷ ୧୭ ମଇକୁ ସିନେମା ଘରେ ରିଲିଜ ହେବ ।

ସୌଜନ୍ୟ bollywoodtadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More